Ezekiel 42:17 — Compare Translations

5 translations compared side by side

Odia - 1840
"ତା'ପ ରେ ସେ ଉତ୍ତର ପାଶର୍‌ବ ମାପିଲେ। ପରିମାପକ ଦଣ୍ଡ ରେ ତାହା 500 ହାତ ହେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଉତ୍ତର ପାର୍ଶ୍ଵ ମାପିଲେ, ପରିମାପକ ନଳରେ ଚତୁର୍ଦ୍ଦିଗ ପାଞ୍ଚଶହ ନଳ ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ସେ ଉତ୍ତର ପାର୍ଶ୍ୱ ମାପିଲେ। ପରିମାପକ ଦଣ୍ଡରେ ତାହା 500 ହାତ ହେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଉତ୍ତର ପାର୍ଶ୍ୱ ମାପିଲେ, ପରିମାପକ ଦଣ୍ଡରେ ଚତୁର୍ଦ୍ଦିଗ ପାଞ୍ଚ ଶହ ଦଣ୍ଡ ହେଲା।
Odia IRV 2017 (ଓଡିଆ ବାଇବେଲ)
ସେ ଉତ୍ତର ପାର୍ଶ୍ୱ ମାପିଲେ, ପରିମାପକ ଦଣ୍ଡରେ ଚତୁର୍ଦ୍ଦିଗ ପାଞ୍ଚଶହ ଦଣ୍ଡ ହେଲା।