Ezekiel 42:18 — Compare Translations
5 translations compared side by side
Odia - 1840
"ଆଉ ଦକ୍ଷିଣ ପାଶର୍ବ ମାପିଲେ, ତାହା ମଧ୍ଯ ପରିମାପକ ନଳ ରେ 500 ହାତ ର୍ଦୈଘ୍ଯ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଦକ୍ଷିଣ ପାର୍ଶ୍ଵ ମାପିଲେ, ପରିମାପକ ନଳରେ ତାହା ପାଞ୍ଚଶହ ନଳ ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
ଆଉ ଦକ୍ଷିଣ ପାର୍ଶ୍ୱ ମାପିଲେ, ତାହା ମଧ୍ୟ ପରିମାପକ ନଳରେ 500 ହାତ ଦୈର୍ଘ୍ୟ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଦକ୍ଷିଣ ପାର୍ଶ୍ୱ ମାପିଲେ, ପରିମାପକ ଦଣ୍ଡରେ ତାହା ପାଞ୍ଚ ଶହ ଦଣ୍ଡ ହେଲା।
Odia IRV 2017 (ଓଡିଆ ବାଇବେଲ)
ସେ ଦକ୍ଷିଣ ପାର୍ଶ୍ୱ ମାପିଲେ, ପରିମାପକ ଦଣ୍ଡରେ ତାହା ପାଞ୍ଚଶହ ଦଣ୍ଡ ହେଲା।