Ezekiel 42:19 — Compare Translations
5 translations compared side by side
Odia - 1840
"ସେ ପଶ୍ଚିମ ପାଶର୍ବର ଚତୁର୍ଦ୍ଦିଗ ମାପିଲେ ଓ ତାହା ପରିମାପକ ନଗ ରେ 500 ହାତ ହେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ପଶ୍ଚିମ ପାର୍ଶ୍ଵକୁ ଫେରି ପରିମାପକ ନଳରେ ପାଞ୍ଚଶହ ନଳ ମାପିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସେ ପଶ୍ଚିମ ପାର୍ଶ୍ୱର ଚତୁର୍ଦ୍ଦିଗ ମାପିଲେ ଓ ତାହା ପରିମାପକ ନଳରେ 500 ହାତ ହେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ପଶ୍ଚିମ ପାର୍ଶ୍ୱକୁ ଫେରି ପରିମାପକ ଦଣ୍ଡରେ ପାଞ୍ଚ ଶହ ଦଣ୍ଡ ମାପିଲେ।
Odia IRV 2017 (ଓଡିଆ ବାଇବେଲ)
ସେ ପଶ୍ଚିମ ପାର୍ଶ୍ୱକୁ ଫେରି ପରିମାପକ ଦଣ୍ଡରେ ପାଞ୍ଚଶହ ଦଣ୍ଡ ମାପିଲେ।