Ezekiel 43:20 — Compare Translations
5 translations compared side by side
Odia - 1840
"ଆଉ ତୁମ୍ଭେ ତାହାର ରକ୍ତ ନଇେ ୟଜ୍ଞବଦେୀର ଚାରିକଣ ରେ ଥିବା ଚାରି ଶିଙ୍ଗ ରେ, ଥାକର ଚାରିକୋଣ ଉପ ରେ ଓ ଧାରର ଚାରିଆଡ଼େ ଦବେ। ଏହିରୂପେ ତୁମ୍ଭେ ବଦେୀକି ଶୁଚି କରି ତାହା ପାଇଁ ପ୍ରାଯଶ୍ଚିତ କରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ତୁମ୍ଭେ ତହିଁର ରକ୍ତ ନେଇ ଚାରି ଶୃଙ୍ଗ ଉପରେ ଓ ଥାକର ଚାରି କୋଣ ଉପରେ ଓ ଧାରର ଚାରିଆଡ଼େ ଦେବ, ଏହି ପ୍ରକାର ତୁମ୍ଭେ ବେଦିକି ଶୁଚି କରି ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ ।
Odia Bible ERV 2004 (ପବିତ୍ର ବାଇବଲ)
ଆଉ ତୁମ୍ଭେ ତାହାର ରକ୍ତ ନେଇ ଯଜ୍ଞବେଦିର ଗ୍ଭରିକୋଣରେ ଥିବା ଗ୍ଭରି ଶିଙ୍ଗରେ, ଥାକର ଗ୍ଭରିକୋଣ ଉପରେ ଓ ଧାରର ଗ୍ଭରିଆଡ଼େ ଦେବ। ଏହିରୂପେ ତୁମ୍ଭେ ବେଦିକି ଶୁଚି କରି ତାହା ପାଇଁ ପ୍ରାୟଶ୍ଚିତ କରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ତୁମ୍ଭେ ତହିଁର ରକ୍ତ ନେଇ ଚାରି ଶୃଙ୍ଗ ଉପରେ ଓ ଥାକର ଚାରି କୋଣ ଉପରେ ଓ ଧାରର ଚାରିଆଡ଼େ ଦେବ, ଏହି ପ୍ରକାର ତୁମ୍ଭେ ବେଦିକୁ ଶୁଚି କରି ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ତୁମ୍ଭେ ତହିଁର ରକ୍ତ ନେଇ ଚାରି ଶୃଙ୍ଗ ଉପରେ ଓ ଥାକର ଚାରି କୋଣ ଉପରେ ଓ ଧାରର ଚାରିଆଡ଼େ ଦେବ, ଏହି ପ୍ରକାର ତୁମ୍ଭେ ବେଦିକୁ ଶୁଚି କରି ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।