Ezekiel 43:21 — Compare Translations

5 translations compared side by side

Odia - 1840
"ଏବଂ ତୁମ୍ଭେ ସହେି ପାପାର୍ଥକ ବଳି ବୃଷଭକୁ ନଇେ ପବିତ୍ର ସ୍ଥାନର ବାହା ରେ ମନ୍ଦିରର ନିରୂପିତ ସ୍ଥାନ ରେ ତାହା ଦଗ୍ଧ କରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆହୁରି, ତୁମ୍ଭେ ପାପାର୍ଥକ ବୃଷ ନେବ ଓ ସେ ପବିତ୍ର ସ୍ଥାନର ବାହାରେ ଗୃହର ନିରୂପିତ ସ୍ଥାନରେ ତାହା ଦଗ୍ଧ କରିବ ।
Odia Bible ERV 2004 (ପବିତ୍ର ବାଇବଲ)
ଏବଂ ତୁମ୍ଭେ ସେହି ପାପାର୍ଥକ ବଳି ବୃଷଭକୁ ନେଇ ପବିତ୍ର ସ୍ଥାନର ବାହାରେ ମନ୍ଦିରର ନିରୂପିତ ସ୍ଥାନରେ ତାହା ଦ‌ଗ୍‌ଧ କରିବ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆହୁରି, ତୁମ୍ଭେ ପାପାର୍ଥକ ବୃଷ ନେବ ଓ ସେ ପବିତ୍ର ସ୍ଥାନର ବାହାରେ ଗୃହର ନିରୂପିତ ସ୍ଥାନରେ ତାହା ଦଗ୍ଧ କରିବ।
Odia IRV 2017 (ଓଡିଆ ବାଇବେଲ)
ଆହୁରି, ତୁମ୍ଭେ ପାପାର୍ଥକ ବୃଷ ନେବ ଓ ସେ ପବିତ୍ର ସ୍ଥାନର ବାହାରେ ଗୃହର ନିରୂପିତ ସ୍ଥାନରେ ତାହା ଦଗ୍ଧ କରିବ।