Ezekiel 43:6 — Compare Translations

5 translations compared side by side

Odia - 1840
"ତା'ପ ରେ କହେି ଜଣେ ମାେତେ କହିବାର ମୁଁ ଶୁଣିଲି, ଯେତବେେଳେ ଲୋକଟି ମାେ ପାଖ ରେ ଛିଡ଼ା ହେଉଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଗୃହ ମଧ୍ୟରୁ ଏକଜଣ ମୋତେ କହିବାର ଶୁଣିଲି ଓ ଏକ ବ୍ୟକ୍ତି ମୋʼ ପାଖରେ ଠିଆ ହେଲେ ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ କେହି ଜଣେ ମୋତେ କହିବାର ମୁଁ ଶୁଣିଲି, ଯେତେବେଳେ ଲୋକଟି ମୋ’ ପାଖରେ ଛିଡ଼ା ହେଉଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଗୃହ ମଧ୍ୟରୁ ଏକ ଜଣ ମୋତେ କହିବାର ଶୁଣିଲି ଓ ଏକ ବ୍ୟକ୍ତି ମୋʼ ପାଖରେ ଠିଆ ହେଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଗୃହ ମଧ୍ୟରୁ ଏକଜଣ ମୋତେ କହିବାର ଶୁଣିଲି ଓ ଏକ ବ୍ୟକ୍ତି ମୋ’ ପାଖରେ ଠିଆ ହେଲେ।