Ezekiel 44:24 — Compare Translations

5 translations compared side by side

Odia - 1840
"ବିବାଦ ଉପସ୍ଥିତ ହେଲେ ସମାନେେ ବିଚାରପତି ଭାବରେ ବିଚାର କରିବେ। ମାରେ ସମସ୍ତ ଶାସନ ବିଧି ଅନୁସାରେ ସମାନେେ ବିଚାର ନିଷ୍ପତ୍ତି କରିବେ ଏବଂ ସମାନେେ ମାରେ ନିରୂପିତ ସମସ୍ତ ପର୍ବ ରେ ମାରେ ବ୍ଯବସ୍ଥା ଓ ମାରେ ବିଧିସବୁ ପାଳନ କରିବେ। ଆଉ ସମାନେେ ମାରେ ବିଶ୍ରାମ ଦିନଗୁଡ଼ିକ ପବିତ୍ର ରଖିବା ଉଚିତ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ବିବାଦ ଉପସ୍ଥିତ ହେଲେ, ସେମାନେ ବିଚାର କରିବା ପାଇଁ ଠିଆ ହେବେ; ଆମ୍ଭର ସକଳ ଶାସନାନୁସାରେ ସେମାନେ ବିଚାର ନିଷ୍ପନ୍ନ କରିବେ; ପୁଣି, ସେମାନେ ଆମ୍ଭର ନିରୂପିତ ସମସ୍ତ ପର୍ବରେ ଆମ୍ଭର ବ୍ୟବସ୍ଥା ଓ ଆମ୍ଭ ବିଧିସବୁ ପାଳନ କରିବେ ଓ ସେମାନେ ଆମ୍ଭର ବିଶ୍ରାମ ଦିନସକଳ ପବିତ୍ର କରିବେ ।
Odia Bible ERV 2004 (ପବିତ୍ର ବାଇବଲ)
ବିବାଦ ଉପସ୍ଥିତ ହେଲେ ସେମାନେ ବିଗ୍ଭରପତି ଭାବରେ ବିଗ୍ଭର କରିବେ। ମୋର ସମସ୍ତ ଶାସନ ବିଧି ଅନୁସାରେ ସେମାନେ ବିଗ୍ଭର ନିଷ୍ପତ୍ତି କରିବେ ଏବଂ ସେମାନେ ମୋର ନିରୂପିତ ସମସ୍ତ ପର୍ବରେ ମୋର ବ୍ୟବସ୍ଥା ଓ ମୋର ବିଧିସବୁ ପାଳନ କରିବେ। ଆଉ ସେମାନେ ମୋର ବିଶ୍ରାମ ଦିନଗୁଡ଼ିକ ପବିତ୍ର ରଖିବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ବିବାଦ ଉପସ୍ଥିତ ହେଲେ, ସେମାନେ ବିଚାର କରିବା ପାଇଁ ଠିଆ ହେବେ; ଆମ୍ଭର ସକଳ ଶାସନାନୁସାରେ ସେମାନେ ବିଚାର ନିଷ୍ପନ୍ନ କରିବେ; ପୁଣି, ସେମାନେ ଆମ୍ଭର ନିରୂପିତ ସମସ୍ତ ପର୍ବରେ ଆମ୍ଭର ବ୍ୟବସ୍ଥା ଓ ଆମ୍ଭ ବିଧିସବୁ ପାଳନ କରିବେ ଓ ସେମାନେ ଆମ୍ଭର ବିଶ୍ରାମ ଦିନସକଳ ପବିତ୍ର କରିବେ।
Odia IRV 2017 (ଓଡିଆ ବାଇବେଲ)