Ezekiel 44:26 — Compare Translations
5 translations compared side by side
Odia - 1840
"ପୁଣି ଯାଜକ ଶୁଚି ହେଲା ପ ରେ ଗଣିତ ହବୋ ପାଇଁ ସାତଦିନ ଅପେକ୍ଷା କରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯାଜକ ଶୁଚି ହେଲା ଉତ୍ତାରେ ତାହା ପାଇଁ ସାତ ଦିନ ଗଣିତ ହେବ ।
Odia Bible ERV 2004 (ପବିତ୍ର ବାଇବଲ)
ପୁଣି ଯାଜକ ଶୁଚି ହେଲା ପରେ ଗଣିତ ହେବା ପାଇଁ ସାତ ଦିନ ଅପେକ୍ଷା କରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯାଜକ ଶୁଚି ହେଲା ଉତ୍ତାରେ ତାହା ପାଇଁ ସାତ ଦିନ ଗଣିତ ହେବ।
Odia IRV 2017 (ଓଡିଆ ବାଇବେଲ)
ଯାଜକ ଶୁଚି ହେଲା ଉତ୍ତାରେ ତାହା ପାଇଁ ସାତ ଦିନ ଗଣିତ ହେବ।