Ezekiel 48:32 — Compare Translations

5 translations compared side by side

Odia - 1840
"ନଗରର ପୂର୍ବଦିଗ ରେ 4,500 ହାତ ପରିମିତ ଭୂମି ହବେ ଓ ସଠାେ ରେ ତିନି ଦ୍ବାର ହବେ। ଯଥା: ଯୋଷଫେର ଦ୍ବାର, ବିନ୍ଯାମୀନର ଦ୍ବାର ଓ ଦାନର ଦ୍ବାର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ପୂର୍ବ ଆଡ଼େ ଚାରି ହଜାର ପାଞ୍ଚଶହ ନଳ ଭୂମି ଓ ତିନି ଦ୍ଵାର ହେବ; ଅର୍ଥାତ୍, ଯୋଷେଫର ଏକ ଦ୍ଵାର, ବିନ୍ୟାମୀନର ଏକ ଦ୍ଵାର, ଦାନର ଏକ ଦ୍ଵାର;
Odia Bible ERV 2004 (ପବିତ୍ର ବାଇବଲ)
“ନଗରର ପୂର୍ବଦିଗରେ 4500 ହାତ ପରିମିତ ଭୂମି ହେବ ଓ ସେଠାରେ ତିନି ଦ୍ୱାର ହେବ। ଯଥା: ଯୋଷେଫଙ୍କର ଦ୍ୱାର, ବିନ୍ୟାମୀନର ଦ୍ୱାର ଓ ଦାନର ଦ୍ୱାର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ପୂର୍ବ ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ଭୂମି ଓ ତିନି ଦ୍ୱାର ହେବ; ଅର୍ଥାତ୍‍, ଯୋଷେଫର ଏକ ଦ୍ୱାର, ବିନ୍ୟାମୀନ୍‍ର ଏକ ଦ୍ୱାର, ଦାନ୍‍ର ଏକ ଦ୍ୱାର;
Odia IRV 2017 (ଓଡିଆ ବାଇବେଲ)
ପୁଣି, ପୂର୍ବ ଆଡ଼େ ଚାରି ହଜାର ପାଞ୍ଚଶହ ଦଣ୍ଡ ଭୂମି ଓ ତିନି ଦ୍ୱାର ହେବ; ଅର୍ଥାତ୍‍, ଯୋଷେଫର ଏକ ଦ୍ୱାର, ବିନ୍ୟାମୀନ୍‍ର ଏକ ଦ୍ୱାର, ଦାନ୍‍ର ଏକ ଦ୍ୱାର;