Ezekiel 48:33 — Compare Translations

5 translations compared side by side

Odia - 1840
"ନଗରର ଦକ୍ଷିଣ ପାଶର୍‌ବ 4,500 ହାତ ହବେ ଓ ସଠାେ ରେ ମଧ୍ଯ ତିନି ଦ୍ବାର ରହିବ। ଯଥା: ଶିମଯେୋନର ଦ୍ବାର, ଉଷାଖର ଦ୍ବାର ଓ ସବୂଲୂନର ଦ୍ବାର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଦକ୍ଷିଣ ଆଡ଼େ ଚାରି ହଜାର ପାଞ୍ଚଶହ ନଳ ପରିମିତ ଭୂମି ଓ ତିନି ଦ୍ଵାର ହେବ; ଶିମୀୟୋନର ଏକ ଦ୍ଵାର; ଇଷାଖରର ଏକ ଦ୍ଵାର; ସବୂଲୂନର ଏକ ଦ୍ଵାର;
Odia Bible ERV 2004 (ପବିତ୍ର ବାଇବଲ)
“ନଗରର ଦକ୍ଷିଣ ପାର୍ଶ୍ୱ 4500 ହାତ ହେବ ଓ ସେଠାରେ ମଧ୍ୟ ତିନି ଦ୍ୱାର ରହିବ। ଯଥା: ଶିମିୟୋନର ଦ୍ୱାର, ଇଷାଖରର ଦ୍ୱାର ଓ ସବୂଲୂନର ଦ୍ୱାର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଦକ୍ଷିଣ ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ପରିମିତ ଭୂମି ଓ ତିନି ଦ୍ୱାର ହେବ; ଶିମୀୟୋନର ଏକ ଦ୍ୱାର; ଇଷାଖରର ଏକ ଦ୍ୱାର; ସବୂଲୂନର ଏକ ଦ୍ୱାର;
Odia IRV 2017 (ଓଡିଆ ବାଇବେଲ)
ଆଉ, ଦକ୍ଷିଣ ଆଡ଼େ ଚାରି ହଜାର ପାଞ୍ଚଶହ ଦଣ୍ଡ ପରିମିତ ଭୂମି ଓ ତିନି ଦ୍ୱାର ହେବ; ଶିମୀୟୋନର ଏକ ଦ୍ୱାର; ଇଷାଖରର ଏକ ଦ୍ୱାର; ସବୂଲୂନର ଏକ ଦ୍ୱାର;