Ezekiel 48:34 — Compare Translations

5 translations compared side by side

Odia - 1840
"ପୁଣି ପଶ୍ଚିମ ପାଶର୍‌ବର ଭୂମି 4,500 ହାତ ପରିମିତ ହବେ ଓ ସଠାେ ରେ ମଧ୍ଯ ତିନିଦ୍ବାର ହବେ। ଯଥା: ଗାଦର ଦ୍ବାର, ଆଶରରେ ଦ୍ବାର ଓ ନପ୍ତାଲିର ଦ୍ବାର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପଶ୍ଚିମ ଆଡ଼େ ଚାରି ହଜାର ପାଞ୍ଚଶହ ନଳ ଭୂମି ଓ ତିନି ଦ୍ଵାର ହେବ; ଗାଦର ଏକ ଦ୍ଵାର; ଆଶେରର ଏକ ଦ୍ଵାର; ନପ୍ତାଲିର ଏକ ଦ୍ଵାର ହେବ ।
Odia Bible ERV 2004 (ପବିତ୍ର ବାଇବଲ)
“ପୁଣି ପଶ୍ଚିମ ପାର୍ଶ୍ୱର ଭୂମି 4500 ହାତ ପରିମିତ ହେବ ଓ ସେଠାରେ ମଧ୍ୟ ତିନିଦ୍ୱାର ହେବ। ଯଥା: ଗା‌ଦ୍‌ର ଦ୍ୱାର, ଆଶେରର ଦ୍ୱାର ଓ ନପ୍ତାଲିର ଦ୍ୱାର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପଶ୍ଚିମ ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ଭୂମି ଓ ତିନି ଦ୍ୱାର ହେବ; ଗାଦ୍‍ର ଏକ ଦ୍ୱାର; ଆଶେରର ଏକ ଦ୍ୱାର; ନପ୍ତାଲିର ଏକ ଦ୍ୱାର ହେବ।
Odia IRV 2017 (ଓଡିଆ ବାଇବେଲ)
ପଶ୍ଚିମ ଆଡ଼େ ଚାରି ହଜାର ପାଞ୍ଚଶହ ଦଣ୍ଡ ଭୂମି ଓ ତିନି ଦ୍ୱାର ହେବ; ଗାଦ୍‍ର ଏକ ଦ୍ୱାର; ଆଶେରର ଏକ ଦ୍ୱାର; ନପ୍ତାଲିର ଏକ ଦ୍ୱାର ହେବ।