Ezekiel 5:3 — Compare Translations
5 translations compared side by side
Odia - 1840
"ପୁଣି ତୁମ୍ଭେ ଅଳ୍ପ ପରିମାଣର କେଶ ନଇେ ଆପଣା ବସ୍ତ୍ରାଞ୍ଚଳ ରେ ବାନ୍ଧିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ତୁମ୍ଭେ ଅଳ୍ପସଂଖ୍ୟକ କେଶ ନେଇ ଆପଣା ବସ୍ତ୍ରର ଅଞ୍ଚଳରେ ବାନ୍ଧିବ
Odia Bible ERV 2004 (ପବିତ୍ର ବାଇବଲ)
ପୁଣି ତୁମ୍ଭେ ଅଳ୍ପ ପରିମାଣର କେଶ ନେଇ ଆପଣା ବସ୍ତ୍ରାଞ୍ଚଳରେ ବାନ୍ଧିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ତୁମ୍ଭେ ଅଳ୍ପସଂଖ୍ୟକ କେଶ ନେଇ ଆପଣା ବସ୍ତ୍ରର ଅଞ୍ଚଳରେ ବାନ୍ଧିବ
Odia IRV 2017 (ଓଡିଆ ବାଇବେଲ)
ପୁଣି, ତୁମ୍ଭେ ଅଳ୍ପସଂଖ୍ୟକ କେଶ ନେଇ ଆପଣା ବସ୍ତ୍ରର ଅଞ୍ଚଳରେ ବାନ୍ଧିବ