Ezra 10:21 — Compare Translations

5 translations compared side by side

Odia - 1840
"ହାରିମର ବଂଶଧରମାନଙ୍କ ମଧ୍ଯରୁ ମା ସଯେ ଓ ଏଲୀଯ ଓ ଶମଯିଯ ୟିହୀଯଲେ ଓ ଉଷିୟ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଓ ହାରିମର ସନ୍ତାନମାନଙ୍କ ମଧ୍ୟରୁ ମାସେୟ ଓ ଏଲୀୟ ଓ ଶମୟୀୟ ଓ ଯିହୀୟେଲ ଓ ଉଷୀୟ;
Odia Bible ERV 2004 (ପବିତ୍ର ବାଇବଲ)
ହାରିମର ବଂଶଧରମାନଙ୍କ ମଧ୍ୟରୁ ମାସେୟ ଓ ଏଲିୟ ଓ ଶମୟିୟ, ଯିହୀୟେଲ ଓ ଉଷିୟ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଓ ହାରୀମ୍‍‍ର ସନ୍ତାନମାନଙ୍କ ମଧ୍ୟରୁ ମାସେୟ, ଏଲୀୟ, ଶମୟୀୟ, ଯିହୀୟେଲ ଓ ଉଷୀୟ;
Odia IRV 2017 (ଓଡିଆ ବାଇବେଲ)
ଓ ହାରୀମର ସନ୍ତାନମାନଙ୍କ ମଧ୍ୟରୁ ମାସେୟ,ଏଲୀୟ,ଶମୟୀୟ, ଯିହୀୟେଲ ଓ ଉଷୀୟ;