Ezra 4:10 — Compare Translations

5 translations compared side by side

Odia - 1840
"ଆଉ ମହାମହିମ ସମ୍ଭ୍ରାଯ ଅସ୍ନପ୍ପର ଦ୍ବାରା ଆନୀତ ପୁଣି ଶମରିଯା ନଗର ରେ ଓ ଫରାତ୍ ନଦୀ ସପୋରିସ୍ଥ ଦେଶର ଅନ୍ଯାନ୍ଯ ସ୍ଥାନ ରେ ସ୍ଥାପିତ ଅନ୍ୟ ଗୋଷ୍ଠୀଯମାନେ ମଧ୍ଯ ଏହା ଲେଖିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ମହାମହିମ ସମ୍ଭ୍ରାନ୍ତ ଅସ୍ନପ୍ପର ଦ୍ଵାରା ଆନୀତ, ପୁଣି ଶମରୀୟା-ନଗରରେ ଓ (ଫରାତ୍) ନଦୀ ସେପାରିସ୍ଥ ଦେଶର ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ, ଇତ୍ୟାଦି ଗୋଷ୍ଠୀୟମାନେ ଲେଖିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଆଉ ମହାମହିମ ସମ୍ଭ୍ରାନ୍ତ ଅସ୍ନ‌ପ୍‌ପର ଦ୍ୱାରା ଆନୀତ ପୁଣି ଶମରିୟା ନଗରରେ ଓ ଫରାତ୍ ନଦୀ ସେପାରିସ୍ଥ ଦେଶର ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ ଅନ୍ୟ ଗୋଷ୍ଠୀୟମାନେ ମଧ୍ୟ ଏହା ଲେଖିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ମହାମହିମ ସମ୍ଭ୍ରାନ୍ତ ଅସ୍ନପ୍ପର ଦ୍ୱାରା ଆନୀତ, ପୁଣି ଶମରୀୟା ନଗରରେ ଓ (ଫରାତ୍‍) ନଦୀ ସେପାରିସ୍ଥ ଦେଶର ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ, ଇତ୍ୟାଦି ଗୋଷ୍ଠୀୟମାନେ ଲେଖିଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ, ମହାମହିମ ସମ୍ଭ୍ରାନ୍ତ ଅସ୍ନପ୍‍ପର ଦ୍ୱାରା ଆନୀତ, ପୁଣି ଶମରୀୟା ନଗରରେ ଓ (ଫରାତ୍‍) ନଦୀ ସେପାରିସ୍ଥ ଦେଶର ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ, ଇତ୍ୟାଦି ଗୋଷ୍ଠୀୟମାନେ ଲେଖିଲେ।