Ezra 4:20 — Compare Translations
5 translations compared side by side
Odia - 1840
"ମଧ୍ଯ ୟିରୁଶାଲମ ରେ ପରାକ୍ରାନ୍ତ ରାଜଗଣ ଥିଲେ। ସମାନେେ ନଦୀ ସପୋରିସ୍ଥ ତାବତ୍ ଦେଶ ରେ ରାଜତ୍ବ କଲେ। ଆଉ ସମାନଙ୍କେୁ କର, ରାଜସ୍ବ ଓ ମାଶୁଲ ଦିଆଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମଧ୍ୟ ଯିରୂଶାଲମରେ ପରାକ୍ରା; ରାଜଗଣ ଥିଲେ, ସେମାନେ ନଦୀ ସେପାରିସ୍ଥ ସମସ୍ତ ଦେଶରେ ରାଜତ୍ଵ କଲେ; ଆଉ, ସେମାନଙ୍କୁ କର, ରାଜସ୍ଵ ଓ ମାଶୁଲ ଦିଆଗଲା ।
Odia Bible ERV 2004 (ପବିତ୍ର ବାଇବଲ)
ମଧ୍ୟ ଯିରୁଶାଲମରେ ପରାକ୍ରାନ୍ତ ରାଜଗଣ ଥିଲେ। ସେମାନେ ନଦୀ ସେପାରିସ୍ଥ ତାବତ୍ ଦେଶରେ ରାଜତ୍ୱ କଲେ। ଆଉ ସେମାନଙ୍କୁ କର, ରାଜସ୍ୱ ଓ ମାଶୁଲ ଦିଆଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମଧ୍ୟ ଯିରୂଶାଲମରେ ପରାକ୍ରାନ୍ତ ରାଜାଗଣ ଥିଲେ, ସେମାନେ ନଦୀ ସେପାରିସ୍ଥ ସମସ୍ତ ଦେଶରେ ରାଜତ୍ୱ କଲେ; ଆଉ, ସେମାନଙ୍କୁ କର, ରାଜସ୍ୱ ଓ ମାଶୁଲ ଦିଆଗଲା।
Odia IRV 2017 (ଓଡିଆ ବାଇବେଲ)
ମଧ୍ୟ ଯିରୂଶାଲମରେ ପରାକ୍ରାନ୍ତ ରାଜାଗଣ ଥିଲେ, ସେମାନେ ନଦୀ ସେପାରିସ୍ଥ ସମସ୍ତ ଦେଶରେ ରାଜତ୍ୱ କଲେ; ଆଉ, ସେମାନଙ୍କୁ କର, ରାଜସ୍ୱ ଓ ମାଶୁଲ ଦିଆଗଲା।