Ezra 7:3 — Compare Translations
5 translations compared side by side
Odia - 1840
"ଅହୀଟୂବ୍ ଅମରିଯର ପୁତ୍ର ଥିଲା। ଅମରିଯ ଅସରିଯର ପୁତ୍ର ଥିଲା। ଅସରିଯ ମରାଯୋତର ପୁତ୍ର ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅହୀଟୂବ ଅମରୀୟର ସନ୍ତାନ, ଅମରୀୟ ଅସରୀୟର ସନ୍ତାନ, ଅସରୀୟ ମରାୟୋତର ସନ୍ତାନ,
Odia Bible ERV 2004 (ପବିତ୍ର ବାଇବଲ)
ଅହୀଟୂବ୍ ଅମରିୟର ପୁତ୍ର ଥିଲା। ଅମରିୟ ଅସରିୟର ପୁତ୍ର ଥିଲା। ଅସରିୟ ମରାୟୋତର ପୁତ୍ର ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅହୀଟୂବ୍ ଅମରୀୟର ସନ୍ତାନ, ଅମରୀୟ ଅସରୀୟର ସନ୍ତାନ, ଅସରୀୟ ମରାୟୋତ୍ର ସନ୍ତାନ,
Odia IRV 2017 (ଓଡିଆ ବାଇବେଲ)
ଅହୀଟୂବ ଅମରୀୟର ସନ୍ତାନ, ଅମରୀୟ ଅସରିୟର ସନ୍ତାନ, ଅସରୀୟ ମରାୟୋତର ସନ୍ତାନ,