Ezra 8:27 — Compare Translations

5 translations compared side by side

Odia - 1840
"1,000 ଡାରିକ୍ ମୂଲ୍ଯର 20 ସ୍ବର୍ଣ୍ଣମଯ ପାତ୍ର ଏବଂ ସ୍ବର୍ଣ୍ଣ ତୁଲ୍ଯ ବହୁମୁଲ୍ଯ ଉତ୍ତମ ଉଜ୍ବଳ ପିତ୍ତଳର ଦୁଇପାତ୍ର ତୌଲି ଦଲେି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏକ ହଜାର ଡାରିକ୍ ମୂଲ୍ୟର କୋଡ଼ିଏ ସ୍ଵର୍ଣ୍ଣମୟ ପାତ୍ର, ପୁଣି ସ୍ଵର୍ଣ୍ଣ ତୁଲ୍ୟ ବହୁମୁଲ୍ୟ, ଉତ୍ତମ ଉଜ୍ଜ୍ଵଳ ପିତ୍ତଳର ଦୁଇ ପାତ୍ର ତୌଲି ଦେଲି ।
Odia Bible ERV 2004 (ପବିତ୍ର ବାଇବଲ)
1000 ଡାରିକ୍ ମୂଲ୍ୟର 20 ସ୍ୱର୍ଣ୍ଣମୟ ପାତ୍ର ଏବଂ ସ୍ୱର୍ଣ୍ଣ ତୁଲ୍ୟ ବହୁମୂଲ୍ୟ ଉତ୍ତମ ଉଜ୍ଜ୍ୱଳ ପିତ୍ତଳର ଦୁଇପାତ୍ର ତୌଲି ଦେଲି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏକ ହଜାର ଡ୍ରାକ୍‌ମା (ଗ୍ରୀସ୍‌ଦେଶୀୟ ମୁଦ୍ରା) ମୂଲ୍ୟର କୋଡ଼ିଏ ସ୍ୱର୍ଣ୍ଣମୟ ପାତ୍ର, ପୁଣି ସ୍ୱର୍ଣ୍ଣ ତୁଲ୍ୟ ବହୁମୂଲ୍ୟ, ଉତ୍ତମ ଉଜ୍ଜ୍ୱଳ ପିତ୍ତଳର ଦୁଇ ପାତ୍ର ତୌଲି ଦେଲି।
Odia IRV 2017 (ଓଡିଆ ବାଇବେଲ)
ଏକ ହଜାର ଡ୍ରାକ୍‌ମା (ଗ୍ରୀସ୍‌ଦେଶୀୟ ମୁଦ୍ରା) ମୂଲ୍ୟର କୋଡ଼ିଏ ସ୍ୱର୍ଣ୍ଣମୟ ପାତ୍ର, ପୁଣି ସ୍ୱର୍ଣ୍ଣ ତୁଲ୍ୟ ବହୁମୂଲ୍ୟ, ଉତ୍ତମ ଉଜ୍ଜ୍ୱଳ ପିତ୍ତଳର ଦୁଇ ପାତ୍ର ତୌଲି ଦେଲି।