Ezra 8:5 — Compare Translations

5 translations compared side by side

Odia - 1840
"ଏବଂ ଜାତୁଙ୍କର ଭବିଷ୍ଯତ ବଂଶଧରମାନଙ୍କ ମଧ୍ଯରୁ ୟହସୀଯଲରେ ପୁତ୍ର ଶଖନିଯ ଏବଂ ତାହା ସଙ୍ଗେ 300 ପୁରୁଷ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯାଟୁର ସନ୍ତାନଗଣ ମଧ୍ୟରୁ ଯହସୀୟେଲର ପୁତ୍ର ଶଖନୀୟ; ତାହା ସଙ୍ଗେ ତିନି ଶହ ପୁରୁଷ ।
Odia Bible ERV 2004 (ପବିତ୍ର ବାଇବଲ)
ଏବଂ ଜାତୁଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ ଯହସୀୟେଲର ପୁତ୍ର ଶଖନିୟ ଏବଂ ତାହା ସଙ୍ଗେ 300 ପୁରୁଷ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶଖନୀୟର ସନ୍ତାନଗଣ ମଧ୍ୟରୁ ଯହସୀୟେଲର ପୁତ୍ର; ତାହା ସଙ୍ଗେ ତିନି ଶହ ପୁରୁଷ।
Odia IRV 2017 (ଓଡିଆ ବାଇବେଲ)
ଶଖନୀୟର ସନ୍ତାନଗଣ ମଧ୍ୟରୁ ଯହସୀୟେଲର ପୁତ୍ର; ତାହା ସଙ୍ଗେ ତିନି ଶହ ପୁରୁଷ।