Galatians 2:10 — Compare Translations

7 translations compared side by side

Odia - 1840
"ସସମାଲନ ଆମ୍ଭକୁସଗାଟିଏ କଥା କହିବା ଉପଲରସଜାରସଦଲଲସଯ, ଆମ୍ଲଭସଯପରି ଅଭାବଲର ଥିବା ଗରୀବସଲାକମାନଙ୍କୁ ସାହାୟ୍ଯ କରିବା କଥା ମଲନ ରଖୁ। ଏହି କାମଟି କରିବା ପାଇଁ ମୁଁସଯ କଲବଳ ଇଚ୍ଛା କରୁଥିଲି ତା ନୁଲହଁ, ବରଂ ଏଥିପାଇଁସମାର ଉଦ୍ୟୋଗ ମଧ୍ଯ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆମ୍ଭେମାନେ ଯେପରି ଦରିଦ୍ରମାନଙ୍କୁ ସ୍ମରଣ କରୁ, କେବଳ ଏହା ସେମାନେ ଆମ୍ଭମାନଙ୍କୁ କହିଥିଲେ; ତାହା କରିବା ନିମନ୍ତେ ମୁଁ ମଧ୍ୟ ଉଦ୍ଯୋଗୀ ଥିଲି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ କେବଳ ଏତିକି ଅନୁରୋଧ କରିଥିଲେ ଯେ, ଆମେ ସେମାନଙ୍କ ଦଳରେ ଥିବା ଅଭାବଗ୍ରସ୍ତମାନଙ୍କୁ ସ୍ମରଣରେ ରଖିବୁ। ସେ ବିଷୟ ପ୍ରତି ହିଁ ମୋର ଆଗ୍ରହ ଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଆମ୍ଭକୁ ଗୋଟିଏ କଥା କହିବା ଉପରେ ଜୋର୍ ଦେଲେ ଯେ, ଆମ୍ଭେ ଯେପରି ଅଭାବରେ ଥିବା ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା କଥା ମନେରଖୁ। ଏହି କାମଟି କରିବା ପାଇଁ ମୁଁ ଯେ କେବଳ ଇଚ୍ଛା କରୁଥିଲି ତା’ ନୁହେଁ, ବରଂ ଏଥିପାଇଁ ମୋର ଉଦ୍‌‌ଯୋଗ ମଧ୍ୟ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆମ୍ଭେମାନେ ଯେପରି ଦରିଦ୍ରମାନଙ୍କୁ ସ୍ମରଣ କରୁ, କେବଳ ଏହା ସେମାନେ ଆମ୍ଭମାନଙ୍କୁ କହିଥିଲେ; ତାହା କରିବା ନିମନ୍ତେ ମୁଁ ମଧ୍ୟ ଉଦ୍‍ଯୋଗୀ ଥିଲି।
Odia IRV 2017 (ଓଡିଆ ବାଇବେଲ)
ଆମ୍ଭେମାନେ ଯେପରି ଦରିଦ୍ରମାନଙ୍କୁ ସ୍ମରଣ କରୁ, କେବଳ ଏହା ସେମାନେ ଆମ୍ଭମାନଙ୍କୁ କହିଥିଲେ; ତାହା କରିବା ନିମନ୍ତେ ମୁଁ ମଧ୍ୟ ଉଦ୍‍ଯୋଗୀ ଥିଲି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಂಚ್ಯಾತ್ಲ್ಯಾ ಗರಿಬಾಕ್ನಿ ಅಮಿ ಇಸ್ರುಚೆ ನ್ಹಯ್ ಎವ್ಡೆಚ್ ಮನುನ್ ತೆನಿ ಅಮ್ಕಾ ಸಾಂಗ್ಲ್ಯಾನಿ; ತೆಚ್ ಕರುಕ್ ಮಿಯಾ ಲೈ ಉಮ್ಮೆದ್ ದಾಕ್ವುನ್ಗೆತ್ ರ್‍ಹಾಲೊ.