Galatians 3:25 — Compare Translations

7 translations compared side by side

Odia - 1840
"ଏବେ ବିଶ୍ବାସର ରାସ୍ତା ଉପସ୍ଥିତ ହାଇେଅଛି ଓ ଆମ୍ଭେ ଏଣିକି ବ୍ଯବସ୍ଥାର ଅଧୀନ ନୋହୁଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଏବେ ସେହି ବିଶ୍ଵାସ ଉପସ୍ଥିତ ହେଲା ପରେ ଆମ୍ଭେମାନେ ଆଉ ସେହି ଶିକ୍ଷକର ଅଧୀନରେ ନାହୁଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ବର୍ତ୍ତମାନ ବିଶ୍ୱାସର ଯୁଗ ଉପଗତ, ଆମେ ଆଉ ବ୍ୟବସ୍ଥାର ଅଧୀନ ନାହୁଁ।
Odia Bible ERV 2004 (ପବିତ୍ର ବାଇବଲ)
ଏବେ ବିଶ୍ୱାସର ରାସ୍ତା ଉପସ୍ଥିତ ହୋଇଅଛି ଓ ଆମ୍ଭେ ଏଣିକି ବ୍ୟବସ୍ଥାର ଅଧୀନ ନୋହୁଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଏବେ ସେହି ବିଶ୍ୱାସ ଉପସ୍ଥିତ ହେଲା ପରେ ଆମ୍ଭେମାନେ ଆଉ ସେହି ଶିକ୍ଷକର ଅଧୀନରେ ନାହୁଁ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଏବେ ସେହି ବିଶ୍ୱାସ ଉପସ୍ଥିତ ହେଲା ପରେ ଆମ୍ଭେମାନେ ଆଉ ସେହି ଶିକ୍ଷକର ଅଧିନରେ ନାହୁଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಫಿಡೆ ಅತ್ತಾ ವಿಶ್ವಾಸಾಚೊ ಎಳ್ ಯೆಲ್ಲೊ ಹಾಯ್ ತಸೆ ಹೊವ್ನ್ ಖಾಯ್ದ್ಯಾಚ್ಯಾ ಅದಿಕಾರಾತ್ ನಾಂವ್.