Galatians 3:4 — Compare Translations

7 translations compared side by side

Odia - 1840
"ତୁମ୍ଭମାନେେ ଅନକେ କଥା ଅନୁଭବ କରିଛ। କଣ ସେ ସବୁ ବିଫଳ ହାଇଗେଲା? ନା!"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭେମାନେ କି ବ୍ୟର୍ଥରେ ଏତେ କ୍ଳେଶ ଭୋଗ କରିଅଛ? ତାହା କଅଣ ପ୍ରକୃତରେ ବୃଥା?
Odia BSI (ପବିତ୍ର ବାଇବଲ (CL) NT (BSI))
ଏଥିପାଇଁ ତୁମ୍ଭମାନଙ୍କର ସମସ୍ତ ଅନୁଭୂତି କଅଣ ନିରର୍ଥକ? ସେଥିରୁ କଅଣ କିଛି ଶିକ୍ଷା କରି ନାହଁ?
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନେ ଅନେକ କଥା ଅନୁଭବ କରିଛ। କ’ଣ ସେ ସବୁ ବିଫଳ ହୋଇଗଲା? ନା!
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭେମାନେ କି ବ୍ୟର୍ଥରେ ଏତେ କ୍ଳେଶଭୋଗ କରିଅଛ? ତାହା କଅଣ ପ୍ରକୃତରେ ବୃଥା?
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭେମାନେ କି ବ୍ୟର୍ଥରେ ଏତେ କ୍ଳେଶଭୋଗ କରିଅଛ? ତାହା କ'ଣ ପ୍ରକୃତରେ ବୃଥା?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮ್ಚೊ ಸಗ್ಳ್ಯೊ ಅನ್ಭೊಗ್ ಕಾಯ್ಬಿ ನ್ಹಯ್ ಮನುನ್ ಹೊಲೊ ಕಾಯ್? ಎಕ್ ಎಳಾರ್ ಕಾಯ್ಬಿ ಫಾಯ್ದೊ ನಾ ಹೊಲ್ಯಾರ್!