Galatians 3:7 — Compare Translations
7 translations compared side by side
Odia - 1840
"ଅତଏବ ତୁମ୍ଭମାନେେ ଜାଣି ରଖ ଯେ, ବିଶ୍ବାସ କରୁଥିବା ଲୋକେ ଅବ୍ରହାମଙ୍କର ପ୍ରକୃତ ସନ୍ତାନ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ ଯେଉଁମାନେ ବିଶ୍ଵାସୀ, ସେମାନେ ଅବ୍ରହାମଙ୍କର ସନ୍ତାନ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେଉଁମାନେ ବିଶ୍ୱାସ କରିବାକୁ ସମର୍ଥ, କେବଳ ସେହିମାନେ ଅବ୍ରାହାମଙ୍କ ପ୍ରକୃତ ବଂଶଧର - ଏହା ତୁମକୁ ଉପଲବ୍ôଧ କରିବାକୁ ହେବ।
Odia Bible ERV 2004 (ପବିତ୍ର ବାଇବଲ)
ଅତଏବ ତୁମ୍ଭେମାନେ ଜାଣି ରଖ ଯେ, ବିଶ୍ୱାସ କରୁଥିବା ଲୋକେ ଅବ୍ରହାମଙ୍କର ପ୍ରକୃତ ସନ୍ତାନ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅତଏବ ଯେଉଁମାନେ ବିଶ୍ୱାସୀ, ସେମାନେ ଅବ୍ରହାମଙ୍କର ସନ୍ତାନ।
Odia IRV 2017 (ଓଡିଆ ବାଇବେଲ)
ଅତଏବ ଯେଉଁମାନେ ବିଶ୍ୱାସୀ, ସେମାନେ ଅବ୍ରାହାମଙ୍କର ସନ୍ତାନ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಹೊವ್ನ್ ವಿಶ್ವಾಸಾನ್ ಹೊತ್ತಿ ಲೊಕಾಚ್ ಅಬ್ರಾಹಾಮಾಚಿ ಪೊರಾ ಮನ್ತಲೆ ತುಮ್ಕಾ ಗೊತ್ತ್ ರ್ಹಾವ್ಚೆ.