Galatians 4:14 — Compare Translations
7 translations compared side by side
Odia - 1840
"ମାରେ ଅସୁସ୍ଥତା ତୁମ୍ଭମାନଙ୍କ ପାଇଁ ଭାରସ୍ବରୂପ ଥିଲା। କିନ୍ତୁ ତୁମ୍ଭମାନେେ ମାେତେ ଘୃଣା କରି ନ ଥିଲ। ତୁମ୍ଭମାନେେ ମାେତେ ଛାଡ଼ି ୟିବାକୁ କହି ନ ଥିଲ। ପରମେଶ୍ବରଙ୍କଠାରୁ ସ୍ବର୍ଗଦୂତ ଆସିବା ଭଳି ମାେତେ ତୁମ୍ଭମାନେେ ସ୍ବାଗତ ଜଣାଇ ଥିଲ। ତୁମ୍ଭମାନେେ ସ୍ବଯଂ ଖ୍ରୀଷ୍ଟ ଯୀଶୁ ଭଳି ମାେତେ ଗ୍ରହଣ କରିଥିଲ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ତୁମ୍ଭମାନଙ୍କ ପରୀକ୍ଷା ସ୍ଵରୂପ ମୋହର ଶାରୀରିକ ଅବସ୍ଥା ତୁମ୍ଭେମାନେ ତୁଚ୍ଛ କଲ ନାହିଁ ବା ଘୃଣା କଲ ନାହିଁ, କିନ୍ତୁ ତୁମ୍ଭେମାନେ ଈଶ୍ଵରଙ୍କ ଜଣେ ଦୂତ ସ୍ଵରୂପେ, ଏପରିକି ଖ୍ରୀଷ୍ଟ ଯୀଶୁଙ୍କ ସ୍ଵରୂପେ ମୋତେ ଗ୍ରହଣ କଲ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ମୋର ଶାରୀରିକ ଅବସ୍ଥା ତୁମ୍ଭମାନଙ୍କ ପକ୍ଷରେ ବିରକ୍ତିକର ହୋଇଥିଲେ ହେଁ, ତୁମ୍ଭେମାନେ ମୋତେ ଅବଜ୍ଞା ବା ଅଗ୍ରାହ୍ୟ କରି ନ ଥିଲ, ବରଂ ମୋତେ ଏକ ସ୍ୱର୍ଗଦୂତ ରୂପେ ଗ୍ରହଣ କରିଥିଲ। ଖ୍ରୀଷ୍ଟ ଯୀଶୁଙ୍କୁ ତୁମ୍ଭେମାନେ ଯେପରି ଗ୍ରହଣ କରିଥା’ନ୍ତ, ସେହିପରିଭାବେ ମୋତେ ମଧ୍ୟ ଗ୍ରହଣ କରିଥିଲ।
Odia Bible ERV 2004 (ପବିତ୍ର ବାଇବଲ)
ମୋର ଅସୁସ୍ଥତା ତୁମ୍ଭମାନଙ୍କ ପାଇଁ ଭାରସ୍ୱରୂପ ଥିଲା। କିନ୍ତୁ ତୁମ୍ଭେମାନେ ମୋତେ ଘୃଣା କରି ନ ଥିଲ। ତୁମ୍ଭେମାନେ ମୋତେ ଛାଡ଼ିଯିବାକୁ କହି ନ ଥିଲ। ପରମେଶ୍ୱରଙ୍କଠାରୁ ସ୍ୱର୍ଗଦୂତ ଆସିବା ଭଳି ମୋତେ ତୁମ୍ଭେମାନେ ସ୍ୱାଗତ ଜଣାଇ ଥିଲ। ତୁମ୍ଭେମାନେ ସ୍ୱୟଂ ଖ୍ରୀଷ୍ଟ ଯୀଶୁ ଭଳି ମୋତେ ଗ୍ରହଣ କରିଥିଲ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ତୁମ୍ଭମାନଙ୍କ ପରୀକ୍ଷା ସ୍ୱରୂପ ମୋହର ଶାରୀରିକ ଅବସ୍ଥା ତୁମ୍ଭେମାନେ ତୁଚ୍ଛ କଲ ନାହିଁ ବା ଘୃଣା କଲ ନାହିଁ, କିନ୍ତୁ ତୁମ୍ଭେମାନେ ଈଶ୍ବରଙ୍କ ଜଣେ ଦୂତ ସ୍ୱରୂପେ, ଏପରିକି ଖ୍ରୀଷ୍ଟ ଯୀଶୁଙ୍କ ସ୍ୱରୂପେ ମୋତେ ଗ୍ରହଣ କଲ।
Odia IRV 2017 (ଓଡିଆ ବାଇବେଲ)
ଆଉ, ତୁମ୍ଭମାନଙ୍କ ପରୀକ୍ଷା ସ୍ୱରୂପ ମୋହର ଶାରୀରିକ ଅବସ୍ଥା ତୁମ୍ଭେମାନେ ତୁଚ୍ଛ କଲ ନାହିଁ ବା ଘୃଣା କଲ ନାହିଁ, କିନ୍ତୁ ତୁମ୍ଭେମାନେ ଈଶ୍ୱରଙ୍କ ଜଣେ ଦୂତ ସ୍ୱରୂପେ, ଏପରିକି ଖ୍ରୀଷ୍ଟ ଯୀଶୁଙ୍କ ସ୍ୱରୂପେ ମୋତେ ଗ୍ରହଣ କଲ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಮಾಜೆ ಶಿಕ್ಪಾನ್ ಎಕ್ ಮೊಟಿ ಪರಿಕ್ಷಾ ಸಾರ್ಕೆ ತುಮ್ಕಾ ಹೊತ್ತೆ, ಜಾಲ್ಯಾರ್ಬಿ ತುಮಿ ಮಾಕಾ ಧುರ್ ಕರುಕ್ನ್ಯಾಶಿ, ನಾಹೊಲ್ಯಾರ್ ಕಿಳ್ ಕರುನ್ ಬಗುಕ್ನ್ಯಾಶಿ. ತೆಚ್ಯಾ ಬದ್ಲಾಕ್ ತುಮಿ ಮಾಕಾ ಸರ್ಗಾ ವೈಲ್ಯಾ ದೆವಾಚ್ಯಾ ದುತಾ ಸಾರ್ಕೆ ಸ್ವಾಗತ್ ಕರ್ಲ್ಯಾಸಿ ಅನಿ ಕ್ರಿಸ್ತಾ ಜೆಜುಕ್ ಸ್ವಿಕಾರ್ ಕರ್ಲ್ಯಾ ಸಾರ್ಕೆ ತುಮಿ ಸ್ವಿಕಾರ್ ಕರ್ಲ್ಯಾಸಿ.