Galatians 4:18 — Compare Translations

7 translations compared side by side

Odia - 1840
"କିନ୍ତୁ ଉଦ୍ଦେଶ୍ଯ ଯଦି ଭଲ ହାଇେଥାଏ, ତବେେ କବଳେ ମୁଁ ତୁମ୍ଭମାନଙ୍କ ସଙ୍ଗ ରେ ଥିବା ବେଳେ ନୁହେଁ, ମାତ୍ର ସବୁବେଳେ ସେଥି ରେ ଉଦ୍ ଯୋଗୀ ହବୋ ଉଚିତ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କେବଳ ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ନୁହେଁ, ମାତ୍ର ସବୁ ସମୟରେ ଉତ୍ତମ ବିଷୟରେ ଉଦ୍ଯୋଗୀ ହେବା ଭଲ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସତ୍ ଉଦ୍ଦେଶ୍ୟ ନେଇ ଆଗ୍ରହାନ୍ୱିତ ହେବା ବାଞ୍ଛନୀୟ। କେବଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହିଥିବା ସମୟରେ ନୁହେଁ, କିନ୍ତୁ ସବୁବେଳେ ତୁମ୍ଭେମାନେ ଏହାର ସତ୍ୟତା ଉପଲବ୍ôଧ କରିବା ଉଚିତ୍।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଉଦ୍ଦେଶ୍ୟ ଯଦି ଭଲ ହୋଇଥାଏ, ତେବେ କେବଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ବେଳେ ନୁହେଁ, ମାତ୍ର ସବୁବେଳେ ସେଥିରେ ଉଦ୍‌‌ଯୋଗୀ ହେବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କେବଳ ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ନୁହେଁ, ମାତ୍ର ସବୁ ସମୟରେ ଉତ୍ତମ ବିଷୟରେ ଉଦ୍‍ଯୋଗୀ ହେବା ଭଲ।
Odia IRV 2017 (ଓଡିଆ ବାଇବେଲ)
କେବଳ ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ନୁହେଁ, ମାତ୍ର ସବୁ ସମୟରେ ଉତ୍ତମ ବିଷୟରେ ଉଦ୍‍ଯୋଗୀ ହେବା ଭଲ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಉದ್ದೆಸ್ ಬರೊ ರ್‍ಹಾಲ್ಯಾರ್, ತಸ್ಲಿ ಬರಿ ಉಮ್ಮೆದ್ ಧರುನ್ ಘೆವ್ನ್ ರ್‍ಹಾತಲೆ ಬರೆ, ಹೆ ಕನ್ನಾಬಿ ಖರೆಚ್. ಮಿಯಾ ತುಮ್ಚ್ಯಾ ವಾಂಗ್ಡಾ ರ್‍ಹಾವ್ಕ್ ನಾ.