Galatians 4:2 — Compare Translations

7 translations compared side by side

Odia - 1840
"କାରଣ ସହେି ଶିଶୁ ଆପଣା ପିତାଙ୍କ ଦ୍ବାରା ନିଶ୍ଚିତ କରାଯାଇଥିବା ସମୟ ପର୍ୟ୍ଯନ୍ତ ଅଭିଭାବକ ଓ ତାର ଯତ୍ନ ନ୍ଯସ୍ତ କରା ଯାଇଥିବା ବ୍ଯକ୍ତିମାନଙ୍କର ଅଧୀନ ରେ ଥାଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଓ ବେବର୍ତ୍ତାମାନଙ୍କ ଅଧୀନରେ ଥାଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
ନାବାଳକ ଅବସ୍ଥାରେ, ତାହାର ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ଅନ୍ୟମାନେ ଯତ୍ନ ନିଅନ୍ତି ଓ ସମସ୍ତ ବିଷୟର ତତ୍ତ୍ୱାବଧାନ କରନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
କାରଣ ସେହି ଶିଶୁ ଆପଣା ପିତାଙ୍କ ଦ୍ୱାରା ନିଶ୍ଚିତ କରାଯାଇଥିବା ସମୟ ପର୍ଯ୍ୟନ୍ତ ଅଭିଭାବକ ଓ ତା’ର ଯତ୍ନ ନ୍ୟସ୍ତ କରା ଯାଇଥିବା ବ୍ୟକ୍ତିମାନଙ୍କର ଅଧୀନରେ ଥାଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଓ ବେବର୍ତ୍ତାମାନଙ୍କ ଅଧୀନରେ ଥାଏ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଓ ବେବର୍ତ୍ତାମାନଙ୍କ ଅଧିନରେ ଥାଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ಬಾರಿಕ್ ರ್‍ಹಾತಾನಾ, ಬಾಬಾನ್ ನಿರ್ದಾರ್ ಕರಲ್ಲೊ ಎಳ್ ಯೆಯ್ ಪತರ್ ತೆಕಾ ಬಗುನ್ ಘೆತಲ್ಯಾಂಚ್ಯಾ, ಅನಿ ಚಾಲ್ವುನ್ ನ್ಹೆತಲ್ಯಾಂಚ್ಯಾ ಹಾತಿ ಖಾಯ್ಲ್ ರ್‍ಹಾತಾ.