Galatians 4:27 — Compare Translations
7 translations compared side by side
Odia - 1840
"ଶାସ୍ତ୍ର କୁ ହେ:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଣୁ ଲେଖାଅଛି, “ଆଗୋ ବନ୍ଧ୍ୟେ, ଅପ୍ରସୂତେ, ଆନନ୍ଦ କର, ଆଗୋ ପ୍ରସବବେଦନା ରହିତେ, ଉଚ୍ଚ ସ୍ଵରରେ ଜୟଧ୍ଵନୀ କର; କାରଣ ସଧବାର ସନ୍ତାନଠାରୁ ଅନାଥାର ସନ୍ତାନ ଅଧିକ ।”
Odia BSI (ପବିତ୍ର ବାଇବଲ (CL) NT (BSI))
କାରଣ ଶାସ୍ତ୍ରରେ ଲେଖାଅଛି, “ଆଗୋ ବନ୍ଧ୍ୟା ନାରୀ, ତୁମେ ଆନନ୍ଦ କର; କେବେ ପ୍ରସବ ବେଦନା ଅନୁଭବ କରି ନ ଥିଲେ ହେଁ, ଆନନ୍ଦ ଧ୍ୱନି କର। କାରଣ ସ୍ୱାମୀ ସହିତ ବାସ କରୁଥିବା ନାରୀ ଅପେକ୍ଷା ଜଣେ ପରିତ୍ୟକ୍ତା ନାରୀର ସନ୍ତାନମାନଙ୍କ ସଂଖ୍ୟା ଅଧିକ ହେବ।”
Odia Bible ERV 2004 (ପବିତ୍ର ବାଇବଲ)
ଶାସ୍ତ୍ର କୁହେ: “ହେ ବନ୍ଧ୍ୟା! ଆନନ୍ଦିତ ହୁଅ, ତୁମ୍ଭେ କାହାରିକୁ ଜନ୍ମ ଦେଇ ନାହଁ; ଖୁବ୍ ଜୋର୍ରେ ହର୍ଷନାଦ କର, ତୁମ୍ଭେ ପ୍ରସବବେଦନା କେବେ ହେଲେ ଅନୁଭବ କରି ନାହଁ। ଯେଉଁ ସ୍ତ୍ରୀ ପରିତ୍ୟକ୍ତା, ତା’ର ଅଗଣିତ ସନ୍ତାନ ସଧବା (ପତିଥିବା) ସ୍ତ୍ରୀଠାରୁ ବେଶୀ ହେବେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଣୁ ଲେଖାଅଛି, “ଆଗୋ ବନ୍ଧ୍ୟେ, ଅପ୍ରସୂତେ, ଆନନ୍ଦ କର, ଆଗୋ ପ୍ରସବବେଦନା ରହିତେ, ଉଚ୍ଚସ୍ୱରରେ ଜୟଧ୍ୱନି କର; କାରଣ ସଧବାର ସନ୍ତାନଠାରୁ ଅନାଥର ସନ୍ତାନ ଅଧିକ।”
Odia IRV 2017 (ଓଡିଆ ବାଇବେଲ)
ଯେଣୁ ଲେଖା ଅଛି, "ଆଗୋ ବନ୍ଧ୍ୟେ, ଅପ୍ରସୂତେ, ଆନନ୍ଦ କର, ଆଗୋ ପ୍ରସବବେଦନା ରହିତେ, ଉଚ୍ଚସ୍ୱରରେ ଜୟଧ୍ୱନି କର; କାରଣ ସଧବାର ସନ୍ତାନଠାରୁ ଅନାଥର ସନ୍ତାନ ଅଧିକ ।''
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪವಿತ್ರ್ ಪುಸ್ತಕ್ ಮನ್ತಾ, ಪೊರಾ ಹೊಯ್ ನಸಲ್ಲ್ಯಾ ಬಾಯ್ಕೊಮನ್ಸಿ ಖುಶಿ ಹೊ! ಕನ್ನಾಬಿ ಯೆನಾಂಚೊ ತರಾಸ್ ಅನ್ಭೊಗ್ ಕರಿನಸಲ್ಯಾ ಬಾಯ್ಕೊಮಾನ್ಸಿ ಲೈಯ್ ಖುಶಿನ್ ಬೊಬ್ ಮಾರ್! ಕಶ್ಯಾಕ್ ಮಟ್ಲ್ಯಾರ್ ಘೊವಾಚ್ಯಾ ವಾಂಗ್ಡಾ ಹೊತ್ತ್ಯಾ ಬಾಯ್ಕೊಮಾನ್ಸಿಕಿಂತಾಬಿ ಘೊವ್ ಸೊಡಲ್ಲಿಕ್ ಪೊರಾ ಲೈ.