Galatians 5:20 — Compare Translations

6 translations compared side by side

Odia - 1840
"ମୂର୍ତ୍ତିପୂଜା, ଯାଦୁବିଦ୍ଯା, ଘୃଣା, ଝଗଡ଼ା, ଈର୍ଷା, କୋର୍ଧ, ସ୍ବାର୍ଥପରତା, ବିଭାଜନ କରିବା, ଦଳୀୟ ମନୋଭାବ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାମୁକତା, ପ୍ରତିମାପୂଜା, କୁହୁକ, ଶତ୍ରୁତା, ବିବାଦ, ଦ୍ଵେଷ, କ୍ରୋଧ, ସ୍ଵାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା,
Odia Bible ERV 2004 (ପବିତ୍ର ବାଇବଲ)
ମୂର୍ତ୍ତିପୂଜା, ଯାଦୁବିଦ୍ୟା, ଘୃଣା, ଝଗଡ଼ା, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ବିଭାଜନ କରିବା, ଦଳୀୟ ମନୋଭାବ,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାମୁକତା, ପ୍ରତିମାପୂଜା, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା,
Odia IRV 2017 (ଓଡିଆ ବାଇବେଲ)
କାମୁକତା, ପ୍ରତିମାପୂଜା, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮುರ್ತಿಯಾಂಚಿ ಪುಜಾ, ಮಾಟ್ಮಂತರ್, ಲೊಕಾ ಎಕಾಮೆಕಾಕ್ ವೈರಿ ಹೊವ್ನ್ ಝಗಡ್ತಲೆ, ಕುಸ್ಡೆಪಾನ್, ರಾಗ್, ಅಸ್ಬುರ್ಕೆಪಾನ್, ಅನಿ ತೆನಿ ಎಕಾಮೆಕಾಕ್ ತಾಂಡೆ ಹೊವ್ನ್ ಎಗಾಳ್ತ್ಯಾತ್.