Galatians 5:9 — Compare Translations

7 translations compared side by side

Odia - 1840
"ସାବଧାନ ରୁହ, ଅଳ୍ପ ଟିକିଏ ଖମୀର ଜନ୍ତା ହାଇେଥିବା ସବୁ ମଇଦାକୁ ଫୁଲାଇ ଦିଏ।279"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଟିକିଏ ବୋଲି ଖମୀର ପିଣ୍ତୁଳାଯାକ ଖମୀରମୟ କରିଦିଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
କଥାରେ ଅଛି: “ଚକଟା ହୋଇଥିବା ମଇଦାକୁ ଫୁଲାଇବା ପାଇଁ ଟିକିଏ ମାତ୍ର ଖମୀର ଆବଶ୍ୟକ।”
Odia Bible ERV 2004 (ପବିତ୍ର ବାଇବଲ)
ସାବଧାନ ରୁହ, “ଅଳ୍ପ ଟିକିଏ ଖମୀର ଜନ୍ତା ହୋଇଥିବା ସବୁ ମଇଦାକୁ ଫୁଲାଇ ଦିଏ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅଳ୍ପ ଖମୀର ପିଣ୍ଡୁଳାଯାକ ଖମୀରମୟ କରିଦିଏ।
Odia IRV 2017 (ଓଡିଆ ବାଇବେଲ)
ଅଳ୍ପ ଖମୀର ପିଣ୍ଡୁଳାଯାକ ଖମୀରମୟ କରିଦିଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಉಲ್ಲೊಸೊಚ್ ಸೊಡೊ ಸಗ್ಳೆ ಪಿಟ್ಟ್ ಫುಗಿ ಸಾರ್ಕೆ ಕರ್‍ತಾ,” ಮನ್ತ್ಯಾತ್.