Galatians 6:11 — Compare Translations

7 translations compared side by side

Odia - 1840
"ଦେଖ! ମୁଁ ନିଜ ହାତ ରେ ଓ କେତେ ବଡ଼ବଡ଼ ଅକ୍ଷର ରେ ତୁମ୍ଭମାନଙ୍କୁ ଏହି ପତ୍ରଟି ଲେଖିଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦେଖ, କିପରି ବଡ଼ ବଡ଼ ଅକ୍ଷରରେ ମୋହର ନିଜ ହସ୍ତରେ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଦେଖ, କେଡ଼େ ବଡ଼ ବଡ଼ ଅକ୍ଷରରେ ନିଜ ହାତରେ ମୁଁ ତୁମ୍ଭମାନଙ୍କୁ ଏହା ଲେଖୁଛି।
Odia Bible ERV 2004 (ପବିତ୍ର ବାଇବଲ)
ପାଉଲଙ୍କ ପତ୍ରର ସମାପ୍ତି ଦେଖ! ମୁଁ ନିଜ ହାତରେ ଓ କେତେ ବଡ଼ବଡ଼ ଅକ୍ଷରରେ ତୁମ୍ଭମାନଙ୍କୁ ଏହି ପତ୍ରଟି ଲେଖିଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦେଖ, କିପରି ବଡ଼ ବଡ଼ ଅକ୍ଷରରେ ମୋହର ନିଜ ହସ୍ତରେ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଅଛି।
Odia IRV 2017 (ଓଡିଆ ବାଇବେଲ)
ଦେଖ, କିପରି ବଡ଼ ବଡ଼ ଅକ୍ଷରରେ ମୋହର ନିଜ ହସ୍ତରେ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆ ಮಿಯಾಚ್ ಮಾಜ್ಯಾ ಹಾತಿನಿ ಲಿವ್ಕ್ ಲಾಗ್ಲಾ, ಮಿಯಾ ಕವ್ಡಿ ಮೊಟಿ ಅಕ್ಷರಾ ಕರುನ್ ಲಿವ್ಲಾ ಮನುನ್ ತುಮಿಚ್ ಬಗಾ!