Genesis 10:6 — Compare Translations

5 translations compared side by side

Odia - 1840
"ହାମର ସନ୍ତାନଗଣ ଥିଲେ। କୂଶ୍, ମିଶର, ପୂଟ୍ ଓ କିଣାନ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କୂଶ ଓ ମିସର ଓ ପୂଟ୍ ଓ କିଣାନ, ଏମାନେ ହାମର ସନ୍ତାନ ।
Odia Bible ERV 2004 (ପବିତ୍ର ବାଇବଲ)
ହାମର ବଂଶାବଳୀ ହାମର ସନ୍ତାନଗଣ ଥିଲେ, କୂଶ୍, ମିଶର, ପୂଟ୍ ଓ କିଣାନ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କୂଶ, ମିସର, ପୂଟ୍‍ ଓ କିଣାନ, ଏମାନେ ହାମର ସନ୍ତାନ।
Odia IRV 2017 (ଓଡିଆ ବାଇବେଲ)
କୂଶ, ମିସର, ପୂଟ୍‍ ଓ କିଣାନ, ଏମାନେ ହାମର ସନ୍ତାନ।