Genesis 11:13 — Compare Translations

5 translations compared side by side

Odia - 1840
"ଶଲହରେ ପିତା ହେଲାପରେ, ଆର୍ଫକ୍ଷଦ 403 ବର୍ଷ ବଞ୍ଚିଲେ ଏବଂ ପୁତ୍ର ଓ କନ୍ଯାଗଣ ଲାଭ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶେଲହର ଜନ୍ମ ଉତ୍ତାରେ ଅର୍ଫକ୍ଷଦ ଚାରିଶହ ତିନି ବର୍ଷ ଜୀବିତ ରହି ଆଉ ପୁତ୍ରକନ୍ୟା ଜାତ କଲା ।
Odia Bible ERV 2004 (ପବିତ୍ର ବାଇବଲ)
ଶେଲହର ପିତା ହେଲା ପରେ, ଅର୍ଫ‌କ୍‌ଷଦ 403 ବର୍ଷ ବଞ୍ଚିଲା ଏବଂ ପୁତ୍ର ଓ କନ୍ୟାଗଣ ଲାଭ କଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶେଲହର ଜନ୍ମ ଉତ୍ତାରେ ଅର୍ଫକ୍ଷଦ ଚାରି ଶହ ତିନି ବର୍ଷ ଜୀବିତ ରହି ଆଉ ପୁତ୍ରକନ୍ୟା ଜାତ କଲା।
Odia IRV 2017 (ଓଡିଆ ବାଇବେଲ)
ଶେଲହର ଜନ୍ମ ଉତ୍ତାରେ ଅର୍ଫକ୍‍ଷଦ ଚାରିଶହ ତିନି ବର୍ଷ ଜୀବିତ ରହି ଆଉ ପୁତ୍ରକନ୍ୟା ଜାତ କଲା।