Genesis 11:18 — Compare Translations
5 translations compared side by side
Odia - 1840
"ପଲଗକେୁ ତିରିଶ ବର୍ଷ ବଯସ ରେ ରିଯୁ ନାମକ ଏକ ପୁତ୍ରକୁ ଜନ୍ମ ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପେଲଗ ତିରିଶ ବର୍ଷ ବୟସରେ ରୀୟୂକୁ ଜାତ କଲା ।
Odia Bible ERV 2004 (ପବିତ୍ର ବାଇବଲ)
ପେଲଗକୁ ତିରିଶ୍ ବର୍ଷ ବୟସରେ ରିୟୁ ନାମକ ଏକ ପୁତ୍ରକୁ ଜନ୍ମ ହେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପେଲଗ୍ ତିରିଶ ବର୍ଷ ବୟସରେ ରୀୟୂକୁ ଜାତ କଲା।
Odia IRV 2017 (ଓଡିଆ ବାଇବେଲ)
ପେଲଗ୍ ତିରିଶ ବର୍ଷ ବୟସରେ ରୀୟୂକୁ ଜାତ କଲା।