Genesis 11:19 — Compare Translations
5 translations compared side by side
Odia - 1840
"ରିଯର ଜନ୍ମପରେ ପଲଗେ 209 ବର୍ଷ ପଞ୍ଚିଲେ। ସହେି ସମୟରେ ତାଙ୍କର ଅନ୍ୟ ପୁତ୍ର ଓ କନ୍ଯାମାନ ଜନ୍ମ ନେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ରୀୟୂର ଜନ୍ମ ଉତ୍ତାରେ ପେଲଗ ଦୁଇଶହ ନଅ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା ।
Odia Bible ERV 2004 (ପବିତ୍ର ବାଇବଲ)
ରିୟୁର ଜନ୍ମ ପରେ ପେଲଗ 209 ବର୍ଷ ବଞ୍ଚିଲା। ସେହି ସମୟରେ ତା’ର ଅନ୍ୟ ପୁତ୍ର ଓ କନ୍ୟାମାନ ଜନ୍ମ ନେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ରୀୟୂର ଜନ୍ମ ଉତ୍ତାରେ ପେଲଗ୍ ଦୁଇ ଶହ ନଅ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା।
Odia IRV 2017 (ଓଡିଆ ବାଇବେଲ)
ରୀୟୂର ଜନ୍ମ ଉତ୍ତାରେ ପେଲଗ୍ ଦୁଇଶହ ନଅ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା।
Recommended Reading