Genesis 11:20 — Compare Translations
5 translations compared side by side
Odia - 1840
"ରିଯକୁ ବତିଶ ବର୍ଷ ବଯସ ରେ ତାଙ୍କ ଠାରୁ ସରୁଗ ଜନ୍ମ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ରୀୟୂ ବତିଶ ବର୍ଷ ବୟସରେ ସରୁଗକୁ ଜାତ କଲା ।
Odia Bible ERV 2004 (ପବିତ୍ର ବାଇବଲ)
ରିୟୁକୁ ବତିଶ ବର୍ଷ ବୟସରେ ତା’ଠାରୁ ସରୁଗ ଜନ୍ମ ହେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ରୀୟୂ ବତିଶ ବର୍ଷ ବୟସରେ ସରୁଗକୁ ଜାତ କଲା।
Odia IRV 2017 (ଓଡିଆ ବାଇବେଲ)
ରୀୟୂ ବତିଶି ବର୍ଷ ବୟସରେ ସରୁଗକୁ ଜାତ କଲା।