Genesis 11:21 — Compare Translations

5 translations compared side by side

Odia - 1840
"ସରୁଗର ଜନ୍ମ ପରେ ରିଯୁ 207 ବର୍ଷ ବଞ୍ଚିଲା। ସହେି ସମୟ ମଧିଅରେ ତାଙ୍କଠାରୁ ଆହୁରି ପୁତ୍ର ଓ କନ୍ଯାଗଣ ଜନ୍ମ ନଇେଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସରୁଗର ଜନ୍ମ ଉତ୍ତାରେ ରୀୟୂ ଦୁଇଶହ ସାତ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା ।
Odia Bible ERV 2004 (ପବିତ୍ର ବାଇବଲ)
ସରୁଗର ଜନ୍ମ ପରେ ରିୟୁ 207 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ତା’ଠାରୁ ଆହୁରି ପୁତ୍ର ଓ କନ୍ୟାଗଣ ଜନ୍ମ ନେଇଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସରୁଗର ଜନ୍ମ ଉତ୍ତାରେ ରୀୟୂ ଦୁଇ ଶହ ସାତ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା।
Odia IRV 2017 (ଓଡିଆ ବାଇବେଲ)
ସରୁଗର ଜନ୍ମ ଉତ୍ତାରେ ରୀୟୂ ଦୁଇଶହ ସାତ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା।

Recommended Reading