Genesis 19:18 — Compare Translations

5 translations compared side by side

Odia - 1840
"କିନ୍ତୁ, ଲୋଟ ସହେି ଦୁଇଜଣ ସ୍ବର୍ଗଦୂତଙ୍କୁ କହିଲେ, ହେ ମହାଶୟଗଣ, ଏପରି ନ ହେଉ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ଲୋଟ ଉତ୍ତର କଲା, ହେ ମୋହର ପ୍ରଭୋ, ଏପରି ନ ହେଉ;
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ, ଲୋଟ ସେହି ଦୁଇଜଣ ସ୍ୱର୍ଗଦୂତଙ୍କୁ କହିଲେ, “ହେ ମହାଶୟଗଣ, ଏପରି ନ ହେଉ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ଲୋଟ ଉତ୍ତର କଲା, “ହେ ମୋହର ପ୍ରଭୋ, ଏପରି ନ ହେଉ;
Odia IRV 2017 (ଓଡିଆ ବାଇବେଲ)
ତହିଁରେ ଲୋଟ ଉତ୍ତର କଲା, “ହେ ମୋହର ପ୍ରଭୁ, ଏପରି ନ ହେଉ;