Genesis 21:28 — Compare Translations

5 translations compared side by side

Odia - 1840
"ଅବ୍ରହାମ ମଧ୍ଯ ମଷେପଲରୁ ସାତଟା ମଷେବତ୍ସା ଅଲଗା କରି ରଖିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଅବ୍ରହାମ ପଲରୁ ସାତଗୋଟା ମେଷବତ୍ସା ପୃଥକ କରି ରଖିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଅବ୍ରହାମ ମଧ୍ୟ ମେଷପଲରୁ ସାତୋଟା ମେଷବତ୍ସା ଅଲଗା କରି ରଖିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଅବ୍ରହାମ ପଲରୁ ସାତଗୋଟି ମେଷବତ୍ସା ପୃଥକ କରି ରଖିଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ ଅବ୍ରହାମ ପଲରୁ ସାତଗୋଟା ମେଷବତ୍ସା ପୃଥକ କରି ରଖିଲେ।