Genesis 24:17 — Compare Translations
5 translations compared side by side
Odia - 1840
"ଏହାପରେ ସହେି ଦାସଜଣକ ତାଙ୍କ ପାଖକୁ ଗଲା ଏବଂ କହିଲା, ଦୟାକରି ତୁମ୍ଭ ପାତ୍ରରୁ ମାେତେ କିଛି ଜଳ ପାନ କରିବାକୁ ଦିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏପରି ସମୟରେ ସେହି ଦାସ ଦୌଡ଼ି ଯାଇ ତାହା ସଙ୍ଗେ ଦେଖା କରି କହିଲା, ମୁଁ ବିନୟ କରୁଅଛି, ତୁମ୍ଭ କଳଶରୁ ମୋତେ କିଛି ଜଳ ପାନ କରିବାକୁ ଦିଅ ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ସେହି ଦାସଜଣକ ତାଙ୍କ ପାଖକୁ ଗଲେ ଏବଂ କହିଲେ, “ଦୟାକରି ତୁମ୍ଭ ପାତ୍ରରୁ ମୋତେ କିଛି ଜଳ ପାନ କରିବାକୁ ଦିଅ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏପରି ସମୟରେ ସେହି ଦାସ ଦୌଡ଼ିଯାଇ ତାହା ସଙ୍ଗେ ଦେଖା କରି କହିଲା, “ମୁଁ ବିନୟ କରୁଅଛି, ତୁମ୍ଭ କଳସରୁ ମୋତେ କିଛି ଜଳ ପାନ କରିବାକୁ ଦିଅ।”
Odia IRV 2017 (ଓଡିଆ ବାଇବେଲ)
ଏପରି ସମୟରେ ସେହି ଦାସ ଦୌଡ଼ି ଯାଇ ତାହା ସଙ୍ଗେ ଦେଖା କରି କହିଲା, “ମୁଁ ବିନୟ କରୁଅଛି, ତୁମ୍ଭ କଳସରୁ ମୋତେ କିଛି ଜଳ ପାନ କରିବାକୁ ଦିଅ।”