Genesis 24:23 — Compare Translations
5 translations compared side by side
Odia - 1840
"ସହେି ଦାସଜଣଙ୍କ ପଚାରିଲେ, ତୁମ୍ଭ ବାପାଙ୍କର ନାମ କ'ଣ? ତୁମ୍ଭ ପିତାଙ୍କ ଗୃହ ରେ ଆମ୍ଭମାନଙ୍କର ରହିବା ପାଇଁ ସ୍ଥାନ ଅଛି କି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ନିବେଦନ କରୁଅଛି, ତୁମ୍ଭେ କାହାର କନ୍ୟା, ମୋତେ କୁହ । ତୁମ୍ଭ ପିତାଙ୍କ ଗୃହରେ ଆମ୍ଭମାନଙ୍କର ରାତ୍ରି କ୍ଷେପଣ କରିବାକୁ କି ସ୍ଥାନ ଅଛି?
Odia Bible ERV 2004 (ପବିତ୍ର ବାଇବଲ)
ସେହି ଦାସଜଣକ ପଗ୍ଭରିଲେ, “ତୁମ୍ଭ ବାପାଙ୍କର ନାମ କ’ଣ? ତୁମ୍ଭ ପିତାଙ୍କ ଗୃହରେ ଆମ୍ଭମାନଙ୍କର ରହିବା ପାଇଁ ସ୍ଥାନ ଅଛି କି?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ନିବେଦନ କରୁଅଛି, ତୁମ୍ଭେ କାହାର କନ୍ୟା, ମୋତେ କୁହ। ତୁମ୍ଭ ପିତାଙ୍କ ଗୃହରେ ଆମ୍ଭମାନଙ୍କର ରାତ୍ରି କ୍ଷେପଣ କରିବାକୁ କି ସ୍ଥାନ ଅଛି?”
Odia IRV 2017 (ଓଡିଆ ବାଇବେଲ)
“ନିବେଦନ କରୁଅଛି, ତୁମ୍ଭେ କାହାର କନ୍ୟା, ମୋତେ କୁହ। ତୁମ୍ଭ ପିତାଙ୍କ ଗୃହରେ ଆମ୍ଭମାନଙ୍କର ରାତ୍ରି କ୍ଷେପଣ କରିବାକୁ କି ସ୍ଥାନ ଅଛି?”