Genesis 24:33 — Compare Translations

5 translations compared side by side

Odia - 1840
"ଏହାପରେ ଲାବନ ତାଙ୍କୁ ଖାଦ୍ୟ ଖାଇବାକୁ ଦେଲେ, କିନ୍ତୁ ସହେି ଦାସ ଖାଇବାକୁ ମନା କଲେ। ସେ କହିଲେ, ମୁଁ ଆସିବାର ଉଦ୍ଦେଶ୍ଯ ନକରିବା ପର୍ୟ୍ଯନ୍ତ ତୁମ୍ଭ ଘ ରେ ଖାଇବି ନାହଁି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ତାହା ସମ୍ମୁଖରେ ଭୋଜନ ସାମଗ୍ରୀ ରଖାଗଲା; ମାତ୍ର ସେ କହିଲା, ବକ୍ତବ୍ୟ କଥା ନ କହି ମୁଁ ଭୋଜନ କରିବି ନାହିଁ । ତହିଁରେ ଲାବନ କହିଲା, କୁହ ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ଲାବନ ତାଙ୍କୁ ଖାଦ୍ୟ ଖାଇବାକୁ ଦେଲେ, କିନ୍ତୁ ସେହି ଦାସ ଖାଇବାକୁ ମନା କଲେ। ସେ କହିଲେ, “ମୁଁ ଆସିବାର ଉଦ୍ଦେଶ୍ୟ ନ କହିବା ପର୍ଯ୍ୟନ୍ତ ତୁମ୍ଭ ଘରେ ଖାଇବି ନାହଁ।” ତେଣୁ ଲାବନ କହିଲେ, “ତେବେ କୁହନ୍ତୁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ତାହା ସମ୍ମୁଖରେ ଭୋଜନ ସାମଗ୍ରୀ ରଖାଗଲା; ମାତ୍ର ସେ କହିଲା, “ବକ୍ତବ୍ୟ କଥା ନ କହି ମୁଁ ଭୋଜନ କରିବି ନାହିଁ।” ତହିଁରେ ଲାବନ କହିଲା, “କୁହ।”
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ତାହା ସମ୍ମୁଖରେ ଭୋଜନ ସାମଗ୍ରୀ ରଖାଗଲା; ମାତ୍ର ସେ କହିଲା, “ବକ୍ତବ୍ୟ କଥା ନ କହି ମୁଁ ଭୋଜନ କରିବି ନାହିଁ।” ତହିଁରେ ଲାବନ କହିଲା, “କୁହ।”