Genesis 24:39 — Compare Translations
5 translations compared side by side
Odia - 1840
"ମୁଁ ମାରେକର୍ତ୍ତାଙ୍କୁ କହିଲି, 'ଏପରିକି ସେ ସ୍ତ୍ରୀ ମାେ ସହିତ ଏଠାକୁ ଆସିନପା ରେ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ମୁଁ ପ୍ରଭୁଙ୍କୁ କହିଲି, କେଜାଣି କୌଣସି କନ୍ୟା ମୋʼ ସଙ୍ଗରେ ନ ଆସିବ ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ମୋର କର୍ତ୍ତାଙ୍କୁ କହିଲି, ‘ଏପରିକି ସେ ସ୍ତ୍ରୀ ମୋ’ ସହିତ ଏଠାକୁ ଆସି ନ ପାରେ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ମୁଁ ପ୍ରଭୁଙ୍କୁ କହିଲି, ‘କେଜାଣି କୌଣସି କନ୍ୟା ମୋʼ ସଙ୍ଗରେ ନ ଆସିବ।’
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ମୁଁ ପ୍ରଭୁଙ୍କୁ କହିଲି, “କେଜାଣି କୌଣସି କନ୍ୟା ମୋ’ ସଙ୍ଗରେ ନ ଆସିବ।”