Genesis 24:44 — Compare Translations
5 translations compared side by side
Odia - 1840
"ସହେି କନ୍ଯାଟି ସତେ ସ୍ବତନ୍ତ୍ର ଦରଣର ଉତ୍ତର ଦଇେ କହିବ, ପାଣି ପିଅନ୍ତୁ। ଏବଂ ମୁଁ ମଧ୍ଯ ତୁମ୍ଭ ଓଟମାନଙ୍କୁ ଜଣପାନ କରାଇବି। ଏହି ଉପାଯ ରେ ମୁଁ ଜାଣିବି ଯେ ସହେି ଝିଅଟି ସଦାପ୍ରଭୁ ମାରେ ପ୍ରଭୁଙ୍କର ପୁତ୍ର ପାଇଁ ବାଛି ଅଛନ୍ତି।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ସେ କନ୍ୟା ଯେବେ କହେ, ତୁମ୍ଭେ ପାନ କର ଓ ତୁମ୍ଭ ଓଟମାନଙ୍କ ନିମନ୍ତେ ହେଁ ଜଳ କାଢ଼ି ଦେବି; ତେବେ ସେ ମୋʼ କର୍ତ୍ତାଙ୍କ ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଦ୍ଵାରା ନିରୂପିତା କନ୍ୟା ହେଉ ।
Odia Bible ERV 2004 (ପବିତ୍ର ବାଇବଲ)
ସେହି କନ୍ୟାଟି ମୋତେ ସ୍ୱତନ୍ତ୍ର ଧରଣର ଉତ୍ତର ଦେଇ କହିବ, “ପାଣି ପିଅନ୍ତୁ। ଏବଂ ମୁଁ ମଧ୍ୟ ତୁମ୍ଭ ଓଟମାନଙ୍କୁ ଜଳପାନ କରାଇବି।” ଏହି ଉପାୟରେ ମୁଁ ଜାଣିବି ଯେ ସେହି ଝିଅଟିକୁ ସଦାପ୍ରଭୁ, ମୋର ପ୍ରଭୁଙ୍କର ପୁତ୍ର ପାଇଁ ବାଛି ଅଛନ୍ତି।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ କନ୍ୟା ଯଦି କହେ, ତୁମ୍ଭେ ପାନ କର ଓ ତୁମ୍ଭ ଓଟମାନଙ୍କ ନିମନ୍ତେ ହେଁ ପାଣି କାଢ଼ି ଦେବି; ତେବେ ସେ ମୋʼ କର୍ତ୍ତାଙ୍କ ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଦ୍ୱାରା ନିରୂପିତା କନ୍ୟା ହେଉ।’
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ କନ୍ୟା ଯଦି କହେ, ତୁମ୍ଭେ ପାନ କର ଓ ତୁମ୍ଭ ଓଟମାନଙ୍କ ନିମନ୍ତେ ହେଁ ପାଣି କାଢ଼ି ଦେବି; ତେବେ ସେ ମୋ’ କର୍ତ୍ତାଙ୍କ ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଦ୍ୱାରା ନିରୂପିତା କନ୍ୟା ହେଉ।