Genesis 24:46 — Compare Translations

5 translations compared side by side

Odia - 1840
"ଏବଂ ସେ ସଙ୍ଗେ ସଙ୍ଗେ ତା'ର ପାତ୍ର କାନ୍ଧରୁ କାଢ଼ି ମାେ ହାତ ରେ ପାଣି ଢ଼ାଳିଲା। ଏହାପରେ ସେ କହିଲା, 'ତୁମ୍ଭେ ଏହି ଜଳପାନ କର। ମୁଁ ଓଟମାନଙ୍କୁ ଜଳପାନ କରାଉଛି।' ତେଣୁ ମୁଣ ଜଳପାନ କଲି ଏବଂ ସେ ମଧ୍ଯ ମାରେ ଓଟମାନଙ୍କୁ ଜଳପାନ କରାଇଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ସେ ଶୀଘ୍ର ସ୍କନ୍ଧରୁ କଳଶ ନୁଆଁଇ କହିଲା, ପାନ କର, ପୁଣି ମୁଁ ତୁମ୍ଭ ଓଟମାନଙ୍କୁ ହିଁ ପାନ କରାଇବି; ତହୁଁ ମୁଁ ପାନ କଲି, ପୁଣି ସେ ଓଟମାନଙ୍କୁ ପାନ କରାଇଲା ।
Odia Bible ERV 2004 (ପବିତ୍ର ବାଇବଲ)
ଏବଂ ସେ ସଙ୍ଗେ ସଙ୍ଗେ ତା’ର ପାତ୍ର କାନ୍ଧରୁ କାଢ଼ି ମୋ’ ହାତରେ ପାଣି ଢାଳିଲେ। ଏହା ପରେ ସେ କହିଲେ, ‘ତୁମ୍ଭେ ଏହି ଜଳପାନ କର। ମୁଁ ଓଟମାନଙ୍କୁ ଜଳପାନ କରାଉଛି।’ ତେଣୁ ମୁଁ ଜଳପାନ କଲି ଏବଂ ସେ ମଧ୍ୟ ମୋର ଓଟମାନଙ୍କୁ ଜଳପାନ କରାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ସେ ଶୀଘ୍ର ସ୍କନ୍ଧରୁ କଳସ ନୁଆଁଇ କହିଲା, ‘ପାନ କର, ପୁଣି, ମୁଁ ତୁମ୍ଭ ଓଟମାନଙ୍କୁ ହିଁ ପାନ କରାଇବି;’ ତହୁଁ ମୁଁ ପାନ କଲି, ପୁଣି, ସେ ଓଟମାନଙ୍କୁ ପାନ କରାଇଲା।
Odia IRV 2017 (ଓଡିଆ ବାଇବେଲ)
ତହିଁରେ ସେ ଶୀଘ୍ର ସ୍କନ୍ଧରୁ କଳସ ନୁଆଁଇ କହିଲା, “ପାନ କର, ପୁଣି, ମୁଁ ତୁମ୍ଭ ଓଟମାନଙ୍କୁ ହିଁ ପାନ କରାଇବି; ତହୁଁ ମୁଁ ପାନ କଲି, ପୁଣି, ସେ ଓଟମାନଙ୍କୁ ପାନ କରାଇଲା।”