Genesis 24:49 — Compare Translations

5 translations compared side by side

Odia - 1840
"ବର୍ତ୍ତମାନ ମାେତେ କୁହ, ତୁମ୍ଭେ କଣ ମାରେ କର୍ତ୍ତାଙ୍କ ପ୍ରତି ଅନୁଗ୍ରହ ହାଇେ ତୁମ୍ଭର କନ୍ଯାକୁ ଦବେ? କିମ୍ବା ତୁମ୍ଭେ କଣ ଫରୋଇଦବେ? ମାେତେ କୁହ ତବେେ ମୁଁ ଜାଣିବି କ'ଣ କରିବା ଉଚିତ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହେତୁ ତୁମ୍ଭେମାନେ ଯେବେ ମୋʼ ପ୍ରଭୁଙ୍କ ସହିତ ଦୟା ଓ ସତ୍ୟ ବ୍ୟବହାର କରିବାକୁ ସମ୍ମତ ହୁଅ, ତେବେ ତାହା କୁହ; ଆଉ ଯେବେ ନ ହୁଅ, ତାହା ହିଁ କୁହ; ତହିଁରେ ମୁଁ ଦକ୍ଷିଣରେ ଅଥବା ବାମରେ ଫେରିଯିବି ।
Odia Bible ERV 2004 (ପବିତ୍ର ବାଇବଲ)
ବର୍ତ୍ତମାନ ମୋତେ କୁହ, ତୁମ୍ଭେ କ’ଣ ମୋର କର୍ତ୍ତାଙ୍କ ପ୍ରତି ଅନୁଗ୍ରହ କରି ତୁମ୍ଭର କନ୍ୟାକୁ ଦେବ? କିମ୍ବା ତୁମ୍ଭେ କ’ଣ ଫେରାଇଦେବ? ମୋତେ କୁହ ତେବେ ମୁଁ ଜାଣିବି କ’ଣ କରିବା ଉଚିତ୍।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହେତୁ ତୁମ୍ଭେମାନେ ଯଦି ମୋʼ ପ୍ରଭୁଙ୍କ ସହିତ ଦୟା ଓ ସତ୍ୟ ବ୍ୟବହାର କରିବାକୁ ସମ୍ମତ ହୁଅ, ତେବେ ତାହା କୁହ; ଆଉ ଯଦି ନ ହୁଅ, ତାହା ମଧ୍ୟ କୁହ; ତହିଁରେ ମୁଁ ଡାହାଣ ଅଥବା ବାମରେ ଫେରିଯିବି।
Odia IRV 2017 (ଓଡିଆ ବାଇବେଲ)
ଏହେତୁ ତୁମ୍ଭେମାନେ ଯଦି ମୋ’ ପ୍ରଭୁଙ୍କ ସହିତ ଦୟା ଓ ସତ୍ୟ ବ୍ୟବହାର କରିବାକୁ ସମ୍ମତ ହୁଅ, ତେବେ ତାହା କୁହ; ଆଉ ଯଦି ନ ହୁଅ, ତାହା ମଧ୍ୟ କୁହ; ତହିଁରେ ମୁଁ ଡାହାଣ ଅଥବା ବାମରେ ଫେରିଯିବି।”