Genesis 24:54 — Compare Translations
5 translations compared side by side
Odia - 1840
"ଏହାପରେ ସେ ଏବଂ ତାଙ୍କର ଲୋକମାନେ ଖାଇପିଇ ବିଶ୍ରାମ ନେଲେ। ତା'ପର ଦିନ ପ୍ରଭାତରୁ ସମାନେେ ଉଠି କହିଲେ, ବର୍ତ୍ତମାନ ଆମ୍ଭେ ଆମ୍ଭ କର୍ତ୍ତାଙ୍କ ପାଖକୁ ଫରେିୟିବୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ସେ ଓ ତାହାର ସଙ୍ଗୀଗଣ ଭୋଜନପାନ କରି ସେହିଠାରେ ରାତ୍ରି କ୍ଷେପଣ କଲେ; ଏଉତ୍ତାରୁ ସେମାନେ ପ୍ରଭାତରେ ଉଠନ୍ତେ, ସେହି ଦାସ କହିଲା, ମୋʼ ପ୍ରଭୁଙ୍କ ନିକଟକୁ ଯିବାକୁ ମୋତେ ବିଦାୟ କର ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ସେ ଏବଂ ତାଙ୍କର ଲୋକମାନେ ଖାଇପିଇ ବିଶ୍ରାମ ନେଲେ। ତା’ ପରଦିନ ପ୍ରଭାତରୁ ସେମାନେ ଉଠି କହିଲେ, “ବର୍ତ୍ତମାନ ଆମ୍ଭେ ଆମ୍ଭ କର୍ତ୍ତାଙ୍କ ପାଖକୁ ଫେରିଯିବୁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ସେ ଓ ତାହାର ସଙ୍ଗୀଗଣ ଭୋଜନପାନ କରି ସେହିଠାରେ ରାତ୍ରି କ୍ଷେପଣ କଲେ; ଏଥିଉତ୍ତାରେ ସେମାନେ ପ୍ରଭାତରେ ଉଠନ୍ତେ, ସେହି ଦାସ କହିଲା, “ମୋʼ ପ୍ରଭୁଙ୍କ ନିକଟକୁ ଯିବାକୁ ମୋତେ ବିଦାୟ କର।”
Odia IRV 2017 (ଓଡିଆ ବାଇବେଲ)
ତହିଁରେ ସେ ଓ ତାହାର ସଙ୍ଗୀଗଣ ଭୋଜନପାନ କରି ସେହିଠାରେ ରାତ୍ରି କ୍ଷେପଣ କଲେ; ଏଥିଉତ୍ତାରେ ସେମାନେ ପ୍ରଭାତରେ ଉଠନ୍ତେ, ସେହି ଦାସ କହିଲା, “ମୋ’ ପ୍ରଭୁଙ୍କ ନିକଟକୁ ଯିବାକୁ ମୋତେ ବିଦାୟ କର।”