Genesis 26:33 — Compare Translations

5 translations compared side by side

Odia - 1840
"ତେଣୁ ଇସ୍ହାକ ସହେି କୂପର ନାମ ଦେଲେ, ଶବୋ। ପୁଣି ଆଜିୟାଏ ସହେି ସ୍ଥାନର ନାମ ବରେଶବୋ ନାମ ରେ ଖ୍ଯାତ ଅଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହେତୁ ସେ ସେହି କୂପର ନାମ ଶେବା ରଖିଲେ, ପୁଣି ଆଜିଯାଏ ସେହି ସ୍ଥାନର ନଗର ବେରଶେବା ନାମରେ ଖ୍ୟାତ ଅଟେ ।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ଇ‌ସ୍‌ହାକ ସେହି କୂପର ନାମ ଦେଲେ, ଶେବା। ପୁଣି ଆଜିଯାଏ ସେହି ସ୍ଥାନର ନାମ ‌ବେ‌ର୍‌ଶେବା ନାମରେ ଖ୍ୟାତ ଅଟେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହେତୁ ସେ ସେହି କୂପର ନାମ ଶୀବା ରଖିଲେ, ପୁଣି, ଆଜି ପର୍ଯ୍ୟନ୍ତ ସେହି ସ୍ଥାନର ନଗର ବେର୍‍ଶେବା ନାମରେ ଖ୍ୟାତ ଅଟେ।
Odia IRV 2017 (ଓଡିଆ ବାଇବେଲ)
ଏହେତୁ ସେ ସେହି କୂପର ନାମ ଶୀବା ରଖିଲେ, ପୁଣି, ଆଜି ପର୍ଯ୍ୟନ୍ତ ସେହି ସ୍ଥାନର ନଗର ବେର୍‍ଶେବା ନାମରେ ଖ୍ୟାତ ଅଟେ।