Genesis 28:10 — Compare Translations

5 translations compared side by side

Odia - 1840
"ଯାକୁବ ବରେଶବୋ ଛାଡ଼ି ହାରଣକୁ ଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ଯାକୁବ ବେରଶେବାରୁ ବାହାରି ହାରଣ ଆଡ଼କୁ ଯାତ୍ରା କଲା ।
Odia Bible ERV 2004 (ପବିତ୍ର ବାଇବଲ)
Jacob’s Dream at Bethel ଯାକୁବ ‌ବେ‌ର୍‌ଶେବା ଛାଡ଼ି ହାରଣକୁ ଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ଯାକୁବ ବେର୍‍ଶେବାରୁ ବାହାରି ହାରଣ ଆଡ଼କୁ ଯାତ୍ରା କଲା।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ଯାକୁବ ବେର୍‍ଶେବାରୁ ବାହାରି ହାରଣ ଆଡ଼କୁ ଯାତ୍ରା କଲା।