Genesis 29:4 — Compare Translations
5 translations compared side by side
Odia - 1840
"ଯାକୁବ ସଠାେରେ ସହେି ମଷେପାଳକମାନକୁ କହିଲେ, ହେ ଭାଇମାନେ ତୁମ୍ଭର ଘର କେଉଁଠି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯାକୁବ ସେମାନଙ୍କୁ ପଚାରିଲା, ହେ ଭାଇମାନେ, ତୁମ୍ଭେମାନେ କେଉଁ ଠାବର ଲୋକ? ସେମାନେ କହିଲେ, ଆମ୍ଭେମାନେ ହାରଣ ନଗରର ଲୋକ ।
Odia Bible ERV 2004 (ପବିତ୍ର ବାଇବଲ)
ଯାକୁବ ସେଠାରେ ସେହି ମେଷପାଳକମାନକୁ କହିଲେ, “ହେ ଭାଇମାନେ ତୁମ୍ଭର ଘର କେଉଁଠି?” ସେମାନେ ଉତ୍ତର ଦେଇ କହିଲେ, “ଆମ୍ଭ ଘର ହାରଣରେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯାକୁବ ସେମାନଙ୍କୁ ପଚାରିଲା, “ହେ ଭାଇମାନେ, ତୁମ୍ଭେମାନେ କେଉଁ ସ୍ଥାନର ଲୋକ?” ସେମାନେ କହିଲେ, “ଆମ୍ଭେମାନେ ହାରଣ ନଗରର ଲୋକ।”
Odia IRV 2017 (ଓଡିଆ ବାଇବେଲ)
ଯାକୁବ ସେମାନଙ୍କୁ ପଚାରିଲା, “ହେ ଭାଇମାନେ, ତୁମ୍ଭେମାନେ କେଉଁ ସ୍ଥାନର ଲୋକ?” ସେମାନେ କହିଲେ, “ଆମ୍ଭେମାନେ ହାରଣ ନଗରର ଲୋକ।”