Genesis 30:11 — Compare Translations
5 translations compared side by side
Odia - 1840
"ଲୟୋ କହିଲା, ମୁଁ ଭାଗ୍ଯବତୀ ତେଣୁ ସେ ତା'ର ନାମ ଦଲୋ ଗାଦ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ଲେୟା କହିଲା, କି ଐଶ୍ଚର୍ଯ୍ୟ! ଏଣୁକରି ତାହାର ନାମ ଗାଦ୍ (ଐଶ୍ଚର୍ଯ୍ୟ) ରଖିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଲେୟା କହିଲେ, “ମୁଁ ଭାଗ୍ୟବତୀ” ତେଣୁ ସେ ତା’ର ନାମ ଦେଲା ଗାଦ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ଲେୟା କହିଲା, “ଏ କି ସୌଭାଗ୍ୟ!” ଏଥିପାଇଁ ତାହାର ନାମ ଗାଦ୍ (ସୌଭାଗ୍ୟ) ରଖିଲା।
Odia IRV 2017 (ଓଡିଆ ବାଇବେଲ)
ତହୁଁ ଲେୟା କହିଲା, “ଏ କି ସୌଭାଗ୍ୟ!” ଏଥିପାଇଁ ତାହାର ନାମ ଗାଦ୍ (ସୌଭାଗ୍ୟ) ରଖିଲା।
Recommended Reading