Genesis 30:18 — Compare Translations
5 translations compared side by side
Odia - 1840
"ଲୟୋ କହିଲା, ମୁଁ ସ୍ବାମୀ ପାଇଁ ଆପଣା ଦାସୀକୁ ଦଇେଥିଲି, ପରମେଶ୍ବର ତାହାର ବର୍ତ୍ତନ ମାେତେ ଦଇେଛନ୍ତି। ଏଥିପାଇଁ ସେ ତାହାର ନାମ ଇଷାଖର ରଖିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ଲେୟା କହିଲା, ମୁଁ ସ୍ଵାମୀକି ଆପଣା ଦାସୀ ଦେଇଥିଲି, ପରମେଶ୍ଵର ତାହାର ବର୍ତ୍ତନ ମୋତେ ଦେଇ ଅଛନ୍ତି; ଏହେତୁ ସେ ତାହାର ନାମ ଇଷାଖର (ବର୍ତ୍ତନ) ରଖିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଲେୟା କହିଲେ, “ମୁଁ ସ୍ୱାମୀ ପାଇଁ ଆପଣା ଦାସୀକୁ ଦେଇଥିଲି, ପରମେଶ୍ୱର ତାହାର ବର୍ତ୍ତନ ମୋତେ ଦେଇଛନ୍ତି।” ଏଥିପାଇଁ ସେ ତାହାର ନାମ ଇଷାଖର ରଖିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ଲେୟା କହିଲା, “ମୁଁ ସ୍ୱାମୀକୁ ଆପଣା ଦାସୀ ଦେଇଥିଲି, ପରମେଶ୍ୱର ତାହାର ବେତନ ମୋତେ ଦେଇଅଛନ୍ତି,” ଏହେତୁ ସେ ତାହାର ନାମ ଇଷାଖର ରଖିଲା।
Odia IRV 2017 (ଓଡିଆ ବାଇବେଲ)
ତେବେ ଲେୟା କହିଲା, “ମୁଁ ସ୍ୱାମୀକି ଆପଣା ଦାସୀ ଦେଇଥିଲି, ପରମେଶ୍ୱର ତାହାର ବେତନ ମୋତେ ଦେଇ ଅଛନ୍ତି,” ଏହେତୁ ସେ ତାହାର ନାମ ଇଷାଖର ରଖିଲା।